ETV Bharat / state

ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ତ ସଂଖ୍ୟାଲଘୁ - ଓଡିଶାରେ ଲାଗୁ ହେବନି NRC

ସାରାଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ନେଇ ଆଶା ଆଶଙ୍କାରେ ଥିଲେ ଓଡିଶାର ସଂଖ୍ୟାଲଘୁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ହେଲେ ଆଶ୍ବସ୍ତ । ଅଧିକ ପଢ଼ନ୍ତୁ...

NRC, CAA, CAB, NRC not be applicable in odisha, minority are out of worry, ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ଥ ସଂଖ୍ୟାଲଘୁ
ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ଥ ସଂଖ୍ୟାଲଘୁ
author img

By

Published : Dec 17, 2019, 7:46 PM IST

Updated : Dec 17, 2019, 8:44 PM IST

ଭଦ୍ରକ: ନାଗରିକତା ସଂଶୋଧନ ବିଲ (CAB) ଆଇନରେ ପରିଣତ ହେବା ପରେ ନୂଆ ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିବା କହିଛନ୍ତି ଭଦ୍ରକ ଚଉଦ ମହଲା ମୁସ୍ଲିମ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି। ତେବେ ଓଡିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ପ୍ରତିଶୃତି ପାଇବା ପରେ ଆଶ୍ବସ୍ତ ହୋଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ ।

ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ଥ ସଂଖ୍ୟାଲଘୁ

ଭଦ୍ରକ ଜିଲ୍ଲାରେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ଏବଂ ଏନଆରସି ଲାଗୁ ନହେବା ନେଇ ସେ ଯେଉଁ ଅଭୟ ବାଣୀ ଶୁଣାଇଛନ୍ତି, ସେନେଇ ସିଧାସଳଖ ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରିଙ୍କ ସହ ଆଲୋଚନା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CM REGARDING CAB
FORMAT : EXCLUSIVE 121
REPORT : DEBASIS MOHAPATRA / BHADRAK
DATE : 17.12.2019

ANCHOR : ନାଗରିକତା ସଂଶୋଧନ ବିଲ (CAB) ଆଇନରେ ପରିଣତ ହେବା ପରେ ନୂଆ ଆଇନକୁ ନେଇ ସଂଖ୍ୟାଳଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିବା କହିଛନ୍ତି ଭଦ୍ରକ ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି। ତେବେ ଓଡିଶାରେ ଲାଗୁ ହେବ ନାହଁ ଏନଆରସି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟରୁ ପ୍ରତିଶୃତି ପାଇବା ପରେ ଆଶ୍ୱସ୍ତ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନେ। ଭଦ୍ରକ ଜିଲ୍ଲା ରେ ଅଧିକାଂଶ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ବସବାସ କରନ୍ତି। Body:ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ଏବଂ NRC ଲାଗୁ ନହେବା ନେଇ ସେ ଯେଉଁ ଅଭୟ ବାଣୀ ଶୁଣାଇଛନ୍ତି, ସେନେଇ ଆମେ ସିଧାସଳଖ ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି ଙ୍କ ସହ ଆଲୋଚନା କରିଥିଲୁ।
121_ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି ଙ୍କ ସହ।Conclusion:
Last Updated : Dec 17, 2019, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.