ETV Bharat / state

ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

author img

By

Published : Mar 11, 2022, 6:01 PM IST

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ମେଗା ପାନୀୟ ଜଳ ପ୍ରକଳ୍ପ ଠିକାଦାରଙ୍କ ସାଇଟ୍ ଅଫିସରେ ଅଘଟଣ । ରୋଷେଇ ଘରୁ ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଅଧିକ ପଢନ୍ତୁ

ରୋଷେଇ ଘରେ ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭଦ୍ରକ: ରୋଷେଇ ଘରୁ ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ମେଗା ପାନୀୟ ଜଳ ପ୍ରକଳ୍ପ ଠିକାଦାରଙ୍କ ସାଇଟ୍ ଅଫିସରେ ।

ଖବର ଅନୁଯାୟୀ କଣ୍ଟେନରରେ ରୋଷେଇ ହେଉଥିବା ବେଳ ଆଜି(ଶୁକ୍ରବାର) କୌଣସି କାରଣରୁ ନିଆଁ ଲାଗିଥିଲା । କିଛି ସମୟ ମଧ୍ଯରେ ସେଠାରେ ଥିବା ଦୁଇଟି ରନ୍ଧନ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ଖବର ପାଇ ତିହିଡି ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଅଫିସ କର୍ମଚାରୀ ମାନେ ବିପଦ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.