ETV Bharat / state

ଚିଙ୍ଗୁଡି ଘେରିରେ ଭାସୁଛି ନିଖୋଜ ବୃଦ୍ଧଙ୍କ ମୃତଦେହ - ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଚିଙ୍ଗୁଡି ଘେରିରୁ ଉଦ୍ଧାର ହେଲା ନିଖୋଜ ବୃଦ୍ଧଙ୍କ ମୃତଦେହ । ଗତ ରବିବାର ଠାରୁ ନିଖୋଜ ଥିଲେ ବୃଦ୍ଧ । ଅଧିକ ପଢନ୍ତୁ

ଚିଙ୍ଗୁଡି ଘେରିରେ ଭାସୁଛି ନିଖୋଜ ବୃଦ୍ଧଙ୍କ ମୃତଦେହ

author img

By

Published : Dec 29, 2021, 2:46 PM IST

ଭଦ୍ରକ: ଚିଙ୍ଗୁଡି ଘେରି( prawn gheri)ରେ ଭାସୁଛି ବୃଦ୍ଧଙ୍କ ମୃତଦେହ । ଖବର ପାଇ ଘେରିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ବଂଶଡା ଥାନା ନୂଆଗାଁରେ ଆଜି(ବୁଧବାର) ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଉଛନ୍ତି ନୂଆଗାଁର ମହେଶ୍ବର ମହାକୁଡ(୬୧) ।

ଚିଙ୍ଗୁଡି ଘେରିରେ ଭାସୁଛି ନିଖୋଜ ବୃଦ୍ଧଙ୍କ ମୃତଦେହ

ସୂଚନାଯୋଗ୍ୟ, ମହେଶ୍ବର ଗତ ୨୬ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି(ବୁଧବାର) ଗାଁ ପାଖରେ ଥିବା ଏକ ଚିଙ୍ଗୁଡି ଘେରିରେ ତାଙ୍କ ମୃତଦେହ ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କେଉଁ ଅବସ୍ଥାରେ ବୃଦ୍ଧଙ୍କ ମୃତ ଘଟିଲା ତାହାର ଖୋଳତାଡ ଆରମ୍ଭ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.