ETV Bharat / state

ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର

ଭଦ୍ରକ ଲୁଣିସାହି ଗ୍ରାମର ଜଣେ ନାବାଳିକା ପୋଡି ହୋଇ ଗୁରୁତର ହୋଇଛନ୍ତି । ବିଦ୍ୟୁତ ଆଘାତରେ ସେ ପୋଡ଼ି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର
ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର
author img

By

Published : Feb 16, 2020, 3:36 AM IST

ଭଦ୍ରକ: ଜିଲ୍ଲା ବାସୁଦେବପୁର କିସ୍ମତ କୃଷ୍ଣପୁର ପଞ୍ଚାୟତ ଲୁଣିସାହି ଗ୍ରାମର ଜଣେ ନାବାଳିକା ପୋଡି ହୋଇ ଗୁରୁତର ହୋଇଛନ୍ତି । ବିଦ୍ୟୁତ ଆଘାତରେ ସେ ପୋଡ଼ି ହୋଇଥିବା ଜଣାପଡିଛି ।

ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର

ପରିବାର ଲୋକ ଗୁରୁତ୍ଵର ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.