ETV Bharat / state

ବିଦ୍ୟୁତ୍ ଆଘାତରେ ଯୁବକ ମୃତ - man death for repairing motor in bhadrak

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଗାଁ ଏନଏସି ଅନ୍ତର୍ଗତ କୁହ୍ଲି ୱାର୍ଡ଼ରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ  ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 16, 2019, 10:46 PM IST

ଭଦ୍ରକ: ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଗାଁ ଏନଏସି ଅନ୍ତର୍ଗତ କୁହ୍ଲି ୱାର୍ଡ଼ରେ । ମୃତ ଯୁବକ ଜଣଙ୍କ ହେଲେ ଅଞ୍ଜନ କୁମାର ପରିଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ସୋମବାର ଅଞ୍ଜନ ନିଜ ଘର ପାଣି ମଟରକୁ ଚାଲୁ କରିବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ELECTRIC DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 16.09.2019

ANCHOR : ବିଦ୍ୟୁତ୍ ଆଘାତରେ ଯୁବକ ମୃତ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଗାଁ ଏନ୍ଏସି ଅନ୍ତର୍ଗତ କୁଲ୍ହି ୱାର୍ଡ଼ ରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। Body:ମୃତକ ହେଲେ ଅଞ୍ଜନ କୁମାର ପରିଡା।ଅଞ୍ଜନ ନିଜ ଘର ପାଣି ମଟର କୁ ଚାଲୁ କରିବା ସମୟରେ ହଠାତ୍ ବିଦ୍ୟୁତ୍ ସଂଷ୍ପର୍ଶରେ ଆସିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।। ଏନେଇ ଚାନ୍ଦବାଲି ଥାନା ରେ ଅଭିଯୋଗ ହେବା ପରେ, ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.