ଭଦ୍ରକ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 2.0 ଲକ ଡାଉନ ଘୋଷଣା ହୋଇଛି । କଟକଣାକୁ କଡାକଡି ଯାଞ୍ଚ କରୁଛି ଭଦ୍ରକ ସହରାଞ୍ଚଳ ପୋଲିସ । ଏହି ସମୟରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରି 8 ଜଣକୁ ଗିରଫ କରିଛି ପୋଲିସ ।
ବିଳମ୍ବିତ ରାତିରେ କିଛି ଅମାନିଆ ଲୋକେ ବୁଲୁଥିବାବେଳେ ପୋଲିସ ଏମାନଙ୍କୁ ଧରିଥିଲା । ଗୋଟିଏ ଚାରି ଚକିଆ ଯାନ(ସ୍କର୍ପିଓ)ରୁ 4 ଜଣ ଓ ଅନ୍ୟ ଚାରିଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ