ETV Bharat / state

ମାସକ ପରେ ବିଦାୟ ନେଲେ ଟୋକା ଗଣେଶ

ଗୋଟିଏ ମାସ ଧରି ପୂଜା ପାଇବା ପରେ ଗୁରୁବାର ଭଦ୍ରକ ଜିଲ୍ଲା ଟୋକା ଗଣେଶଙ୍କୁ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ବସର୍ଜନ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ...

ଟୋକା ଗଣେଶଙ୍କ ବିସର୍ଜନ
author img

By

Published : Oct 3, 2019, 11:27 PM IST

ଭଦ୍ରକ: ଗଣେଶ ଚତୁର୍ଥୀରୁ ମଣ୍ଡପରେ ପୂଜା ପାଇ ଆସୁଥିବା ଟୋକା ଗଣେଶଙ୍କୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜିତ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗଣପତିଙ୍କୁ ଶୋଭାଯାତ୍ରାରେ ନେଇଥିଲେ।

ଟୋକା ଗଣେଶଙ୍କ ବିସର୍ଜନ

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଦ୍ୟ ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଭଦ୍ରକର ବହୁ ଶ୍ରଦ୍ଧାଳୁ ଚଳିତ ବର୍ଷର ଟୋକା ଗଣେଶଙ୍କ ବିଦାୟ ଦର୍ଶନ ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟୋକା ଗଣେଶଙ୍କୁ ସାଳନ୍ଦୀ ନଦୀରେ ବସର୍ଜନ କରାଯାଇଥିବା ବେଳେ ଭସାଣୀ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TOKA GANESH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 03.10.2019

ANCHOR : ଗଶେଶ ଚତୁର୍ଥୀରୁ ମଣ୍ଡପରେ ପୂଜା ପାଇ ଆସୁଥିବା ଟୋକା ଗଶେଶ ଶୋଭାଯାତ୍ରାରେ ଯାଇ ବିସର୍ଜନ ହୋଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗଣପତି ଙ୍କୁ ଶୋଭାଯାତ୍ରାରେ ନେଇଥିଲେ। Body:ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଦ୍ୟ ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଭଦ୍ରକର ବହୁ ଶ୍ରଦ୍ଧାଳୁ ଚଳିତ ବର୍ଷର ଟୋକା ଗଣେଶଙ୍କ ବିଦାୟ ଦର୍ଶନ ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟୋକା ଗଣେଶ ଙ୍କୁ ସାଳନ୍ଦୀ ନଦୀରେ ବସର୍ଜନ କରାଯାଇଥିଲା। ଭସାଣୀ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.