ETV Bharat / state

କୋରୋନା ସହ 'ଅମ୍ଫାନ'ର ମୁକାବିଲା: ପ୍ରତିକ୍ରିୟା ରଖିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ - mla byomkesh

ଗୋଟିଏ ସମୟରେ କୋରୋନା ଓ ଅମ୍ଫାନର ମୁକାବିଲା ପାଇଁ କେମିତି ପ୍ରସ୍ତୁତ ଅଛି ଚାନ୍ଦବାଲି, ସେନେଇ ଆମ ଇଟିଭି ଭାରତର ସମ୍ବାଦଦାତା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

କୋରୋନା ସହ 'ଅମ୍ଫାନ'ର ମୁକାବିଲା: ଏନେଇ ପ୍ରତିକ୍ରିୟା ରଖିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ

author img

By

Published : May 20, 2020, 3:56 PM IST

ଭଦ୍ରକ: ପାଣିପାଗ ବିଭାଗର ସୂଚନାନୁସାରେ 'ଅମ୍ଫାନ' ଭଦ୍ରକ ଜିଲ୍ଲାକୁ ପ୍ରଭାବିତ କରିବ । ଏହି ସୂଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ଅଧିକ ଗୁରୁତ୍ବ ଦିଆଯାଇଛି । ମୁଖ୍ୟତଃ ଚାନ୍ଦାବଲି ବ୍ଲକର ଧାମରା ଅଞ୍ଚଳ ଅଧିକ କ୍ଷୟକ୍ଷତିର ଆଶଙ୍କା କରାଯାଇ ସମୁଦ୍ର କୂଳିଆ ଗାଁମାନଙ୍କରୁ ଲୋକାମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ଅଣାଯାଉଛି ।

ତେବେ ଏହି ପ୍ରସ୍ତୁତି ପୂର୍ବରୁ ଚାନ୍ଦବାଲି ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଜୋନସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଗୋଟିଏ ସମୟରେ କୋରୋନା ଓ ଅମ୍ଫାନର ମୁକାବିଲା ପାଇଁ କେମିତି ପ୍ରସ୍ତୁତ ଅଛି ଚାନ୍ଦବାଲି, ସେନେଇ ଆମ ଇଟିଭି ଭାରତର ସମ୍ବାଦଦାତା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

କୋରୋନା ସହ 'ଅମ୍ଫାନ'ର ମୁକାବିଲା: ଏନେଇ ପ୍ରତିକ୍ରିୟା ରଖିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.