ETV Bharat / state

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ହାଇୱା, 4 ଆହତ

author img

By

Published : Nov 10, 2019, 5:14 PM IST

Updated : Nov 10, 2019, 9:24 PM IST

ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ହାଇୱା ଟ୍ରକ। ଦୁର୍ଘଟଣାରେ 4 ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ହାଇୱା ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 4 ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ଅଗ୍ନିଶମ ବିଭାଗ।

ସୂଚନାନୁସାରେ, 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ହାଇୱା ଟ୍ରକ ପଛପଟ ଧକ୍କା ଦେଇଥିଲା । ଫଳରେ ସିମେଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନଟି ଓଲଟି ପଡିଥିଲା । ତେବେ ଗୁରୁତର 4 ଜଣଙ୍କ ପରିଚୟ ମିଳିପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.11.2019

ANCHOR : ପିକଅପ ଭେନ କୁ ପଛରୁ ଧକ୍କା ଦେଲା ହାଇୱା। 4 ଗୁରୁତର ମେଡିକାଲ ରେ ଭର୍ତ୍ତି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଏକ ସିମେଣ୍ଟ ବୋଝେଇ ପିକଅପ ଭେନ କୁ ପଛରୁ ଧକ୍କା ଦେଲା ଏକ ହାଇୱା ଟ୍ରକ। ଏଥିରେ 4 ଜଣ ଗୁରୁତର ଭାବେ ଆହତ ଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । Body:ଖବର ଅନୁଯାୟୀ ପିକଅପ ଟି କହଁରା ପୋଖରୀ ସ୍ଥିତ ଏକ ସିମେଣ୍ଟ ଗୋଦାମ ରୁ ସିମେଣ୍ଟ ନେଇ ବିଷ୍ଣୁପୁର ଗ୍ରାମକୁ ଯାଉଥିଲା। ଜାତୀୟ ରାଜପଥ ରେ ଯାଉଥିବା ସମୟରେ ପଛପଟୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ସିମେଣ୍ଟ ବୋଝେଇ ପିକଅପ ଟି ତଳକୁ ଓଲଟି ପଡିଥିଲା। ପିକଅପ ରେ ଥିବା 4 ଜଣଙ୍କୁ ଆହତ ଅବସ୍ଥାରେ ଅଗ୍ନିଶମ ବାହିନୀ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଛି। ଗୁରୁତର ଙ୍କ ପରିଚୟ ଜଣାପଡିନାହିଁ।Conclusion:
Last Updated : Nov 10, 2019, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.