ଭଦ୍ରକ: ଭୟଙ୍କରରୁ ଅତି ଭୟଙ୍କର ରୂପ ନେଉଛି ମାରାତ୍ମକ କୋରୋନା ଭାଇରସ । ପ୍ରାଣଘାତୀ କୋରୋନା ଏବେ ସାରା ବିଶ୍ବବାସୀଙ୍କ ପାଇଁ ଟେନସନ ପାଲଟିଥିବା ବେଳେ ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ତତ୍ପରତା ।
ତେବେ ଆଜିଠୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲା ପ୍ରଶାସନ । ଟ୍ବିଟ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ