ETV Bharat / state

ଭଦ୍ରକ ପାଇଁ ଖୁସିର ଖବର, 3 କୋରୋନା ଆକ୍ରାନ୍ତ ହେଲେ ସୁସ୍ଥ - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା ଯୁଦ୍ଧରେ ସୁସ୍ଥ ହୋଇ ଫେରିଛନ୍ତି ଭଦ୍ରକର 3 ଆକ୍ରାନ୍ତ । ରବିବାର ଜିଲ୍ଲାରେ ଏହି ଖବର ପ୍ରକାଶ ହେବା ପରେ ଜିଲ୍ଲାରେ ଖେଳିଛି ଖୁସିର ଲହରୀ । ପୂର୍ବରୁ ଜିଲ୍ଲାର 9 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିଲେ।

corona in bhadrak, corona update, coronavirus news, covid-19 affected recovered in bhadrak, ଭଦ୍ରକରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଭଦ୍ରକରେ ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ
ଭଦ୍ରକ ପାଇଁ ଖୁସିର ଖବର, 3 କୋରୋନା ଆକ୍ରାନ୍ତ ହେଲେ ସୁସ୍ଥ
author img

By

Published : May 3, 2020, 10:52 PM IST

ଭଦ୍ରକ: କୋରୋନା ଯୁଦ୍ଧରେ ସୁସ୍ଥ ହୋଇ ଫେରିଛନ୍ତି ଭଦ୍ରକର 3 ଆକ୍ରାନ୍ତ । ରବିବାର ଜିଲ୍ଲାରେ ଏହି ଖବର ପ୍ରକାଶ ହେବା ପରେ ଜିଲ୍ଲାରେ ଖେଳିଛି ଖୁସିର ଲହରୀ । ପୂର୍ବରୁ ଜିଲ୍ଲାର 9 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିଲେ । ଅଦ୍ୟାବଧି ମୋଟ 12 ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ତେବେ ଜିଲ୍ଲାରୁ ମୋଟ 19 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସାଧିନ ଥିଲେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

corona in bhadrak, corona update, coronavirus news, covid-19 affected recovered in bhadrak, ଭଦ୍ରକରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଭଦ୍ରକରେ ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ
ଭଦ୍ରକ ପାଇଁ ଖୁସିର ଖବର, 3 କୋରୋନା ଆକ୍ରାନ୍ତ ହେଲେ ସୁସ୍ଥ

ବର୍ତ୍ତମାନ ରାଜ୍ୟରେ ମୋଟ 162 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଯାବତ୍‌ ମାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଭଦ୍ରକ ଜିଲ୍ଲା ଏବେ ରେଡ ଜୋନରେ ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାମାନ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରେ ଆସି ପହଞ୍ଚିଥିବା ପ୍ରବାସୀ ଶ୍ରମିକମାନଙ୍କୁ କ୍ବାରେନଣ୍ଟାଇନରେ ରଖିବା ସହ ସେମାନଙ୍କୁ ସ୍ବାସ୍ଥ୍ୟଗତ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.