ETV Bharat / state

ଧାମରାରେ ମହଙ୍ଗା ମାଛ, କେଜି 6 ହଜାର - ଭଦ୍ରକ

ଭଦ୍ରକ ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ୍ବ ଥିବା ବେଳେ ଏହାର ଦାମ ବି ସେହିଭଳି । କେଜି ୬ହଜାରରୁ ଉର୍ଦ୍ଧ୍ବ ଟଙ୍କା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Jun 20, 2019, 10:33 PM IST

ଭଦ୍ରକ: ଜିଲ୍ଲାର ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ଦେଖିବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ୍ବ ଥିବା ବେଳେ ଏହାର ଦାମ ବି ବହୁ ଉଚ୍ଚା । କେଜି ୬ହଜାରରୁ ଉର୍ଦ୍ଧ୍ବ ଟଙ୍କା । ଗୋଟେ ଗୋଟେ ମାଛ ପ୍ରାୟ ୧ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ବ। ଏହି ମାଛର ନାମ ତେଲିଆଶିଳା । ସମୁଦ୍ରରେ ଏହି ପ୍ରଜାତି ବହୁ କମ ଦେଖିବାକୁ ମିଳିଥାଏ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଆଜି ୧୦ଟି ମାଛ ଧରିଥିଲେ। ତେବେ ଏହି ମାଛକୁ ବ୍ୟବସାୟୀ ମାନେ ଉଚ୍ଚା ଦରରେ କିଣି ରାଜ୍ୟ ବାହାରକୁ ହାୱଡ଼ା, ଦିଘା, ସିଲିଗୁଡି, ଆସାମକୁ ପଠାଇ ଅଧିକ ଲାଭବାନ ହୋଇଥାନ୍ତି ।

ଏହି ମାଛକୁ କିଣିବାକୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରତିଯୋଗିତା । ତେବେ ଦେଖଣାହାରୀ ଯେତିକି, ବ୍ୟବସାୟୀ ମଧ୍ୟ ସେତିକି। ଯାହା ମତ୍ସ୍ୟଜୀବୀ ମାନେ କୁହନ୍ତି ଏହି ମାଛରେ ଓମେଗା ଥ୍ରୀର ପରିମାଣ ଅଧିକ ଥାଏ । ଯାହାକୁ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଧାମରାରେ ନୂଆ ମାଛ, କେଜି ୬ହଜାର।Body:ଧାମରାରେ ନୂଆ ମାଛ, କେଜି ୬ହଜାର।
ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏକ ପ୍ରକାର ବିରଳ ମାଛ। ଦେଖିବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ଗୋଟେ ଗୋଟେ ମାଛର ଓଜନ ୩୦କେଜି ରୁ ଉର୍ଦ୍ଧ୍ବଥିବା ବେଳେ ଏହାର ଦାମବି ବୋହୁ ଉଚ୍ଚା। କେଜି ୬ହଜାର ରୁ ଉର୍ଦ୍ଧ୍ବ ଟଙ୍କା। ଗୋଟେ ଗୋଟେ ମାଛ ପ୍ରାୟ ୧ଲକ୍ଷ ୮୦ହଜାର ରୁ ଉର୍ଦ୍ଧ୍ବ। ଏହି ମାଛର ନାମ ତେଲିଆଶିଳା। ସମୁଦ୍ରରେ ଏହା କମ ଦେଖିବାକୁ ମିଳିଥାଏ। ମତ୍ସ୍ୟଜିବି ମାନେ ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଆଜି ୧୦ଟି ମାଛକୁ ଧରିଥିଲେ। ତେବେ ଏହି ମାଛକୁ ବ୍ୟବସାୟୀ ମାନେ ଉଚ୍ଚା ଦରରେ କିଣି ରାଜ୍ୟ ବାହାରକୁ - ହାଉଡ଼ା, ଦୀଘା, ସିଲିଗୁଡି, ଆସାମ କୁ ପଠାଇ ଅଧିକ ଲାଭବାନ ହୋଇଥାନ୍ତି। ଏହି ମାଛକୁ କିଣିବାକୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରତିଯୋଗିତା। ତେବେ ଦେଖଣାହାରୀ ଯେତିକି ବ୍ୟବସାୟୀ ମଧ୍ୟ ସେତିକି। ଯାହା ମତ୍ସ୍ୟଜିବି ମାନେ କୁହନ୍ତି ଏହି ମାଛରେ ଓମେଗା ଥ୍ରୀ ର ପରିମାଣ ଅଧିକ ଥାଏ ଏହାକୁ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ।Conclusion:ଏହି ମାଛରେ ଓମେଗା ଥ୍ରୀ ର ପରିମାଣ ଅଧିକ ଥାଏ ଏହାକୁ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.