ETV Bharat / state

ଚୁଲି ନିଆଁରୁ ଅଗ୍ନିକାଣ୍ଡ: 3 ବଖରା ଘର, ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ - ଭଦ୍ରକରେ ଅଗ୍ନିକାଣ୍ଡ

ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିନସ୍ଥ 27 ନମ୍ବର ୱାର୍ଡ଼ର କାଜିମୋହଲା ଗାଁରେ ଅଗ୍ନିକାଣ୍ଡ । ଚୁଲି ନିଆଁରୁ ଅଗ୍ନିକାଣ୍ଡ ଲାଗିଥିବା ସୂଚନା ରହିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ରହିଛି ।

ଚୁଲି ନିଆଁରୁ ଅଗ୍ନିକାଣ୍ଡ: 3 ବଖରା ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
author img

By

Published : Nov 25, 2019, 10:34 PM IST

ଭଦ୍ରକ: ପୁରୁଣାବଜାର ଥାନା ଅଧିନସ୍ଥ 27 ନମ୍ବର ୱାର୍ଡ଼ର କାଜିମୋହଲା ଗାଁରେ ଅଗ୍ନିକାଣ୍ଡ । ଗାଁର ଏହସାନ ଖାଁ, ମୁସ୍ତାଜିମ୍ ଖାନ ଓ ମୁସ୍ତାଫା ଖାନଙ୍କ ଘରେ ନିଆଁ ଲାଗି 3 ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ଚରମ୍ପାରୁ ଅଗ୍ନିଶମ ବାହିନୀର 2 ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା ।

ଚୁଲି ନିଆଁରୁ ଅଗ୍ନିକାଣ୍ଡ: 3 ବଖରା ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚିବା ବେଳେକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇ ସାରିଥିଲା । ଚୁଲି ନିଆଁରୁ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏଥିରେ ଉପରୋକ୍ତ 3 ବ୍ୟକ୍ତିଙ୍କ ଘର ସହ ସବୁକିଛି ଜଳିଯାଇଛି । ପୀଡ଼ିତମାନେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 25.11.2019

ANCHOR : ଭଦ୍ରକ ପୁରୁଣାବଜାର ଥାନା ଅଧିନସ୍ଥ 27 ନମ୍ବର ୱାର୍ଡ଼ର କାଜିମୋହଲା ଗ୍ରାମର ଏହେସାନ ଖାଁ, ମୁସ୍ତାଜିମ୍ ଖାନ ଓ ମୁସ୍ତାଫା ଖାନଙ୍କ ଘରେ ଅଗ୍ନିକାଣ୍ଡ ଘଟି 3 ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ଚରମ୍ପାରୁ ଅଗ୍ନିଶମ ବାହିନୀର 2 ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଲାବେଳେକୁ ସବୁକିଛି ପୋଡ଼ି ଧ୍ୱସଂ ହୋଇ ସାରିଥିଲା । ଚୁଲି ନିଆଁରୁ ଏହା ଘଟିଥିବା ସୂଚନା ମିଳିଛି । Body:ନିଆଁର ପ୍ରକୋପ ଏତେ ଅଧିକ ଥିଲାଯେ ଏଥିରେ ଉପରୋକ୍ତ 3 ଜଣ ବ୍ୟକ୍ତିଙ୍କ ଘର ସହ ସବୁକିଛି ଜଳିଯାଇଥିଲା । ଅଗ୍ନିପିଡ଼ିତମାନେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.