ETV Bharat / state

‘ଫନି’ ଇଫେକ୍ଟ: ଚାନ୍ଦବାଲି ବ୍ଲକର 36 ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି - ଭାଙ୍ଗିଲା ଖୁଣ୍ଟ

‘ଫନି’ ପ୍ରଭାବରେ ଭଦ୍ରକର ଚାନ୍ଦବାଲି ବ୍ଲକରେ 36ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତି କାର୍ଯ୍ୟ ଚାଲିଛି ।

ଡିଜାଇନ ଫଟୋ
author img

By

Published : May 4, 2019, 1:04 PM IST

ଭଦ୍ରକ: ଓଡିଶାରେ ତାଣ୍ଡବ ମଚାଇ ଫେରି ଯାଇଛି ବାତ୍ୟା ‘ଫନି’ । ଫନି ଚାଲିଗଲା ଫରେ ଚାରିଆଡେ କେବଳର କ୍ଷୟକ୍ଷତିର ସୂଚନା ଆସୁଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଲକର ମୋଟ୍ 36ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବିଶେଷ କରି କଇଥକୋଲା, କରଞ୍ଜମାଳ, ଦୋଷୀଙ୍ଗା ଏବଂ କରଣପଲ୍ଲୀ ଆଦି ପଞ୍ଚାୟତରେ ମାଟି ଘର ଗୁଡିକ ଭାଙ୍ଗିଯିବା ସହ ଅନେକ ବଡବଡ ଗଛ ଗୁଡିକ ଭାଙ୍ଗିଯାଇଛି । ଏଥିସହ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ସବୁ ଭାଙ୍ଗି ଯାଇଥିବାରୁ ବିଜୁଳି ସରବରାହ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ଜଣାପଡିଛି । ସ୍ଥିତିକୁ ସାମାନ୍ୟ କରିବା ପାଇଁ ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : FONI AFFECT CHANDABALI 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 04.05.2019

ANCHOR : ଫୋନିର ପ୍ରଭାବ ଯୋଗୁଁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସମୁଦ୍ର ତଟବର୍ତ୍ତୀ ଥିବା ଗ୍ରାମ ଗୁଡିକର ପାଞ୍ଚଶହ ରୁ ଉର୍ଦ୍ଧ ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। କଇଥକୋଲା, କରଞ୍ଜମାଳ, ଦୋଷୀଙ୍ଗା ଏବଂ କରଣପଲ୍ଲୀ ଆଦି ପଞ୍ଚାୟତରେ ମାଟି ଘର ଗୁଡିକ ଭାଙ୍ଗି ଯିବା ସହ ଅନେକ ବଡବଡ ଗଛ ଗୁଡିକ ଭାଙ୍ଗି ଯାଇଛି। ଏଥିସହ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ସବୁ ଭାଙ୍ଗି ଯାଇଥିବାରୁ ବିଜୁଳି ସରବରାହ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ଫୋନିର ପ୍ରଭାବ ଯୋଗୁଁ ଚାନ୍ଦବାଲି ବ୍ଲକ ରେ ମୋଟାମୋଟି ଛତିଶ ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସ୍ଥିତିକୁ ସାମନ୍ୟ କରିବା ପାଇଁ ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।
ftp ରେ ଭିଜୁଆଲ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.