ETV Bharat / state

ନକଲି ଜର୍ଦ୍ଦା କାରଖାନା ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ - ନକଲି ଜର୍ଦ୍ଦା କାରଖାନା

ଭଦ୍ରକ ଜିଲ୍ଲା ପୋଲିସର ମିଳିତ ଚଢାଉ । ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି ଏହା ସହିତ ବିପୁଳ ପରିମାଣର ନକଲି ଜାର୍ଦ୍ଦା ଜବତ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 24, 2019, 8:51 PM IST

ଭଦ୍ରକ : ଟାଉନ ଥାନା ପୁଲିସ ଏବଂ ପୁରୁଣା ବଜାର ପୁଲିସ ର ମିଳିତ ଚଢାଉ। ବିପୁଳ ପରିମାଣର ନକଲି ଜାର୍ଦ୍ଦା ସହିତ ଅନ୍ୟାନ୍ୟ ସମାଗ୍ରୀ ପୋଲିସ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଏବଂ ପୁରୁଣା ବଜାର ପୋଲିସ ମିଳିତ ଚଢାଉ କରିଥିଲା । ଭଦ୍ରକ ସହରର ମିର୍ଜାପୁର, ନୂଆ ବସଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ଏନେଇ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ନକଲି ଜାର୍ଦ୍ଦା, ନକଲି ଡବା ଜବତ କରାଯାଇଛି । ଏହା ସହିତ ପ୍ୟାକିଂ ଯନ୍ତ୍ରାଂଶ ସମେତ ବିଭିନ୍ନ ପ୍ରକାରର ନକଲି ଜର୍ଦ୍ଦା ପ୍ରସ୍ତୁତ କରିବା ସାମଗ୍ରୀ ଗୁଡିକ ଜବତ ହୋଇଛି ।

ଏହି ଘଟଣାରେ 3ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DUPLICATE ZARDA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 24.09.2019

ANCHOR : ଭଦ୍ରକ ଟାଉନ ଥାନା ପୁଲିସ ଏବଂ ପୁରୁଣା ବଜାର ପୁଲିସ ର ମିଳିତ ଚଢାଉ। ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ଅନ୍ୟାନ୍ୟ ସମାଗ୍ରୀ ଜବତ। Body:କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଏବଂ ପୁରୁଣା ବଜାର ପୁଲିସ ମିର୍ଜାପୁର, ନୂଆବସଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ଏନେଇ ମିଳିତ ଚଢାଉ କରିଥିବା ଜଣାପଡିଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ନକଲି ଜର୍ଦ୍ଦା, ନକଲି ଡବା ଏବଂ ପ୍ୟାକିଂ ଯନ୍ତ୍ରାଂଶ ସମେତ ବିଭିନ୍ନ ପ୍ରକାରର ନକଲି ଜର୍ଦ୍ଦା ପ୍ରସ୍ତୁତ କରିବା ସାମଗ୍ରୀ ଗୁଡିକ ଜବତ କରାଯାଇଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ 3 ଜଣ ଙ୍କୁ ଅଟକ ରଖି ଅଧିକ ଅନୁସନ୍ଧାନ ଜାରୀ ରହିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.