ETV Bharat / state

ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର

author img

By

Published : Feb 12, 2020, 3:40 AM IST

ଭଦ୍ରକ କରାଣ୍ଡମାଳ ଗ୍ରାମ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଦୁଇଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର
ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର

ଭଦ୍ରକ: ଜିଲ୍ଲାର ମତୋ ମାଧାପୁର ରାସ୍ତାର କରାଣ୍ଡମାଳ ଗ୍ରାମ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଦୁଇଜଣ ଗୁରୁତର ହୋଇଛନ୍ତି ।

ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର

ତେବେ ମୃତକ ଜଣକ ହେଲେ କଣ୍ଡିଆ ସାହିର ଗଦାଧର ଦାସ । ସେ ଏକ ମଟର ସାଇକେଲକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡି ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ମତୋ ଫାଣ୍ଡି ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତକଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.