ETV Bharat / state

ଗରିବ ଲୋକଙ୍କ ଡାଏଲେସିସ ଖର୍ଚ୍ଚ ବହନ କରିବେ ଭଦ୍ରକ ବିଧାୟକ

ଭଦ୍ରକ ଜିଲ୍ଲାରେ ଡ଼ାଏଲେସିସ ସେଣ୍ଟର ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ତୁଳନାତ୍ମକ ଭାବେ ସ୍ଵଳ୍ପ ଦେୟ ରୋଗୀମାନେ ଏହି ସ୍ବାସ୍ଥ୍ୟ ସେବା ସୁବିଧା ପାଇପାରିବେ ବୋଲି କହିବା ସହ ଗରିବ ଶ୍ରେଣୀର ରୋଗୀ ମାନଙ୍କର ସମସ୍ତ ଦେୟ ସେ ବହନ କରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲିକ ।

author img

By

Published : Aug 22, 2019, 11:07 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାରେ ଡ଼ାଏଲେସିସ ସେଣ୍ଟର ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ଏକ ଡାଏଲେସିସ ସେଣ୍ଟର ସ୍ଥାପନ କରାଯାଇଛି । ବୁଧବାର ଦିନ ଭଦ୍ରକ ଗସ୍ତରେ ଯାଇ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଏହିପରି ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ମାନସିକତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ତୁଳନାତ୍ମକ ଭାବେ ସ୍ଵଳ୍ପ ଦେୟ ରୋଗୀମାନେ ଏହି ସ୍ବାସ୍ଥ୍ୟ ସେବା ସୁବିଧା ପାଇପାରିବେ ବୋଲି କହିବା ସହ ଗରିବ ଶ୍ରେଣୀର ରୋଗୀ ମାନଙ୍କର ସମସ୍ତ ଦେୟ ସେ ବହନ କରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲିକ ।

ଅନ୍ୟ ମାନଙ୍କ ମଧ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ଡାକ୍ତର ପ୍ରଭାସ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଜିଲ୍ଲାରେ ସମସ୍ତ ରୋଟାରୀ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାରେ ଡ଼ାଇଲେସିସ ସେଣ୍ଟର ରାଜ୍ୟପାଳ ଙ୍କ ଦ୍ୱାରା ଉଦଘାଟିତ।Body:ଭଦ୍ରକ ଜିଲ୍ଲାରେ ଡ଼ାଇଲେସିସ ସେଣ୍ଟର ରାଜ୍ୟପାଳ ଙ୍କ ଦ୍ୱାରା ଉଦଘାଟିତ। ସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁୁଏକ ଡାଇଲେଶିସ ସେଣ୍ଟର ସ୍ଥାପନ କରାଯାଇଛିି। ଏହାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେସି ଲାଲ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ଏହିପରି ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ମାନସିକତା କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ତୁଳନାତ୍ମକ ଭାବେ ସ୍ଵଳ୍ପ ଦେୟ ରୋଗୀମାନେ ଏହି ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ ବୋଲି କହିବା ସହ ଗରିବ ଶ୍ରେଣୀର ରୋଗୀ ମାନଙ୍କର ସମସ୍ତ ଦେୟ ସେ ବହନ କରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମାଲିକ। ଅନ୍ୟ ମାନଙ୍କ ମଧ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାାଂସଦ ମଞ୍ଜୁଲତା ମଣ୍ଡଳ, ଡାକ୍ତର ପ୍ରଭାସ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଜିଲ୍ଲାରେ ସମସ୍ତ ରୋଟାରୀ ମେମ୍ବରମାନେ ଉପସ୍ଥିତ ରହିଥିଲେ।
Bite_1 : ଗଣେସି ଲାଲ_ରାଜ୍ୟପାଳ
Bite_2 : ସଂଜୀବ ମାଲିକ_ଭଦ୍ରକ ବିଧାୟକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.