ETV Bharat / state

Dhamnagar By-election result: ଧାମନଗରେ ଉଡିଲା ବିଜେପିର ବିଜୟ ବାନା, ଗାଦି ହାତେଇଲେ ସୂର୍ଯ୍ୟବଂଶୀ ସୁରଜ - ବିଜେପି ଆଗୁଆ

ଧାମନଗର
Dhamnagar Byelection: ଆରମ୍ଭ ହେଲା ଧାମନଗର ଭୋଟ ଗଣତି
author img

By

Published : Nov 6, 2022, 8:06 AM IST

Updated : Nov 6, 2022, 7:14 PM IST

17:38 November 06

ଧାମନଗର ଦଖଲ କଲେ ସୂର୍ଯ୍ୟବଂଶୀ ସୂରଜ, ଘୋଷଣା କଲେ ନିର୍ବାଚନ କମିଶନର

ଧାମନଗର ଉପ ନିର୍ବାଚନରେ ଭୋଟ ଗଣତି ଶେଷ ହୋଇଛି । ସରିଲା ୧୮ ରାଉଣ୍ଡ ଭୋଟ ଗଣତି । ବିଜେପି ପୁଣି ଏହି ଆସନରେ ବାଜି ମାରିଛି ।

17:10 November 06

୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେପିକୁ ମିଳିଛି ୭୫ ହଜାରରୁ ଉର୍ଦ୍ଧ୍ବ ଭୋଟ

୧୭ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ଆଗରେ ରହିଛି । ଦ୍ବିତୀୟରେ ବିଜେଡି ରହିଥିବା ବେଳେ ତୃତୀୟରେ ରହିଛନ୍ତି ସ୍ବାଧିନପ୍ରାର୍ଥୀ ରାଜେନ୍ଦ୍ର ଦାସ । ସେପଟେ ପଛରେ ପଡିଛି କଂଗ୍ରେସ ।

16:27 November 06

ଧାମନଗର ଉପନିର୍ବାଚନ, ୧୬ ଓ ୧୭ ରାଉଣ୍ଡରେ ବି ବିଜେପି ଆଗୁଆ

ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ବିଜୟର ଦ୍ବାରରେ ବିଜେପି । ୧୬ ଓ ୧୭ ରାଉଣ୍ଡରେ ଲିଡ୍‌ କରୁଛନ୍ତି ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

16:10 November 06

ସରିଲା ୧୫ ରାଉଣ୍ଡ ଭୋଟ ଗଣତି, ଆଗରେ ବିଜେପି

ସରିଲା ୧୫ ରାଉଣ୍ଡ ଭୋଟ ଗଣତି । ୭୬୬୩ ଭୋଟରେ ଆଗରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏହି ରାଉଣ୍ଡରେ ବିଜେପିକୁ ୪୦୨୫ ଭୋଟ ମିଳିଥିବା ବେଳେ ବିଜେଡି ୪୦୨୩, କଂଗ୍ରେସ ୧୬୩ ଓ ରାଜୁ ଦାସଙ୍କୁ ୨୭୬ ଖଣ୍ଡ ଭୋଟ ମିଳିଛି ।

15:45 November 06

୧୪ ରାଉଣ୍ଡ ଭୋଟ ଗଣତି ପରେ ଆଗରେ ବିଜେପି, ୭୬୬୧ ଭୋଟ ପଛରେ ବିଜେଡି

ସରିଲା ୧୪ ରାଉଣ୍ଡ ଭୋଟ ଗଣତି । ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ ରହିଛନ୍ତି । ୧୪ ରାଉଣ୍ଡରେ ବିଜେପିକୁ ୪୬୯୯ ଭୋଟ ମିଳିଥିବା ବେଳେ ବିଜେଡି ୩୭୯୩, କଂଗ୍ରେସ ୧୪୮ ଓ ରାଜୁ ଦାସଙ୍କୁ ୨୫୫ ଖଣ୍ଡ ଭୋଟ ମିଳିଛି । ମୋଟ ୧୮ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ୧୪ଟି ରାଉଣ୍ଡ ଶେଷ ହୋଇଯାଇଛି, ଆଉ ମାତ୍ର ୪ଟି ରାଉଣ୍ଡ ବାକି ରହିଛି । ଗୋଟିଏ ରାଉଣ୍ଡରେ ବିଜେଡି ଆଗରେ ଥିବା ବେଳେ ବାକି ସମସ୍ତ ରାଉଣ୍ଡରେ ବିଜେପି ଲିଡ କରୁଛି । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୭୬୬୧ ଖଣ୍ଡ ଭୋଟ ପଛରେ ରହିଛି ।

15:04 November 06

ଲିଡ୍ କରୁଛି ବିଜେପି, ଧାମନଗରରେ ୧୩ ରାଉଣ୍ଡ ସୁଦ୍ଧା ଆଗରେ ସୂର୍ଯ୍ୟବଂଶୀ ସୂରଜ

ଧାମନଗରରେ ଜାରି ରହିଛି ଉପ ନିର୍ବାଚନ ଭୋଟ ଗଣତି । ୧୩ ରାଉଣ୍ଡ ସୁଦ୍ଧା ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏହି ରାଉଣ୍ଡରେ ବିଜେପିକୁ ୩୭୬୦ ଭୋଟ ମିଳିଥିବା ବେଳେ ବିଜେଡି ୩୨୧୯, କଂଗ୍ରେସ ୪୦୨ ଓ ରାଜୁ ଦାସଙ୍କୁ ୩୮୭ ଖଣ୍ଡ ଭୋଟ ମିଳିଛି । ୧୩ ରାଉଣ୍ଡ ସୁଦ୍ଧା ୬୭୫୫ ଭୋଟରେ ଆଗୁଆ ରହିଛି ବିଜେପି ।

14:33 November 06

୧୨ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

ଧାମନଗରରେ ଆଗେଇ ଚାଲିଛି ବିଜେପି । ୧୨ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏହି ରାଉଣ୍ଡରେ ବିଜେପିକୁ ୪,୭୭୮ ଭୋଟ ମିଳିଥିବା ବେଳେ ବିଜେଡି ୩,୮୭୪, କଂଗ୍ରେସ ୧୫୪ ଓ ରାଜୁ ଦାସଙ୍କୁ ୧୮୬ ଖଣ୍ଡ ଭୋଟ ମିଳିଛି । ୧୨ ରାଉଣ୍ଡ ସୁଦ୍ଧା ୬,୨୧୪ ଭୋଟରେ ଆଗୁଆ ରହିଛନ୍ତି ସୂର୍ଯ୍ୟବଂଶୀ ।

14:23 November 06

ଧାମନଗରରେ ୧୧ ରାଉଣ୍ଡ ସୁଦ୍ଧା ୫,୩୧୦ ଭୋଟରେ ଆଗୁଆ ବିଜେପି ।

ଧାମନଗରରେ ୧୧ ରାଉଣ୍ଡ ସୁଦ୍ଧା ଆଗୁଆ ବିଜେପି
ଧାମନଗରରେ ୧୧ ରାଉଣ୍ଡ ସୁଦ୍ଧା ଆଗୁଆ ବିଜେପି

ଧାମନଗରରେ ୧୧ ରାଉଣ୍ଡ ସୁଦ୍ଧା ଆଗୁଆ ବିଜେପି । ବିଜେପିର ସୂର୍ଯ୍ୟବଂଶୀ ସୂରଜ ଏହି ରାଉଣ୍ଡରେ ୪,୪୭୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୪,୦୦୮, କଂଗ୍ରେସ ୧୫୧, ରାଜୁ ଦାସଙ୍କୁ ୩୭୨ ଭୋଟ ମିଳିଛି । ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ମାତ୍ର ୨୨ ଭୋଟ ପାଇଛନ୍ତି । ତେବେ ୧୧ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ୫,୩୧୦ ଭୋଟରେ ଆଗୁଆ ଥିବା ସୂଚନା ରହିଛି ।

14:01 November 06

ଧାମନଗରରେ ଲିଡ୍ କରୁଛି ବିଜେପି । ଦଶମ ରାଉଣ୍ଡ ସୁଦ୍ଧା ଆଗୁଆ ସୂର୍ଯ୍ୟବଂଶୀ ସୂରଜ ।

ଧାମନଗରରେ ଦଶମ ରାଉଣ୍ଡ ଭୋଟ ଗଣତି ଶେଷ
ଧାମନଗରରେ ଦଶମ ରାଉଣ୍ଡ ଭୋଟ ଗଣତି ଶେଷ

ଧାମନଗରରେ ଦଶମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଦଶମ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

13:38 November 06

ଧାମନଗର ଉପନିର୍ବାଚନ ଫଳାଫଳ । ନବମ ରାଉଣ୍ଡରେ ଅଧିକ ୭୨୬ ଖଣ୍ଡ ଭୋଟ ପାଇଛି ବିଜେଡି ।

ଧାମନଗରର ନବମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଏହି ରାଉଣ୍ଡରେ ଅଧିକ ଭୋଟ ପାଇଛି ବିଜେଡି । ବିଜେଡି ପ୍ରାର୍ଥୀଙ୍କୁ ୭୨୬ ଖଣ୍ଡ ଅଧିକ ଭୋଟ ମିଳିଛି । ବିଜେଡିର ଅବନ୍ତୀ ଦାସ ମୋଟ ୫,୭୪୨ ଖଣ୍ଡ ଭୋଟ ପାଇଥିବା ବେଳେ ୫,୦୧୬ ଭୋଟ ସହ ପଛକୁ ରହିଛନ୍ତି ବିଜେପିର ସୂର୍ଯ୍ୟବଂଶୀ ସୂରଜ । ସେହିପରି କଂଗ୍ରେସ ୩୨୦ ଭୋଟ ପାଇଥିବା ବେଳେ ରାଜେନ୍ଦ୍ର ଦାସଙ୍କୁ ମିଳିଛି ୪୧୦ ଭୋଟ । ତେବେ ନବମ ରାଉଣ୍ଡ ସୁଦ୍ଧା ବିଜେପି ୫,୩୬୫ ଖଣ୍ଡ ଭୋଟରେ ଆଗୁଆ ରହିଛି ।

13:32 November 06

ପୁଣି ଧାମନଗରରେ କବ୍‌ଜା କରିପାରେ ବିଜେପି । ଅଷ୍ଟମ ରାଉଣ୍ଡ ସୁଦ୍ଧା ୫୯୯୧ ଭୋଟରେ ଆଗୁଆ ରହିଛନ୍ତି ସୂର୍ଯ୍ୟବଂଶୀ ।

ଧାମନଗରର ଅଷ୍ଟମ ରାଉଣ୍ଡ ଫଳାଫଳ । ପ୍ରାୟ ୬ ହଜାର ଭୋଟ ପଛରେ ପଡିଛି ବିଜେଡି । ଅଷ୍ଟମ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ସୂର୍ଯ୍ୟବଂଶୀ ମୋଟ ୫୯୯୧ ଭୋଟରେ ଆଗୁଆ ଥିବା ସୂଚନା । ଏହି ରାଉଣ୍ଡରେ ବିଜେପିକୁ ୪୯୬୫ ଭୋଟ ମିଳିଥିବା ବେଳେ, ବିଜେଡି ପ୍ରାର୍ଥୀ ୪୧୭୪ କଂଗ୍ରେସ ୧୧୪ ଓ ରାଜୁ ଦାସଙ୍କୁ ୪୧୦ ଭୋଟ ମିଳିଛି ।

12:41 November 06

ଧାମନଗରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର । ସପ୍ତମ ରାଉଣ୍ଡରେ ଆଗୁଆ ସୂର୍ଯ୍ୟବଂଶୀ

ଧାମନଗର ଉପନିର୍ବାଚର ସପ୍ତମ ରାଉଣ୍ଡ ଗଣତି ଶେଷ । ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । ସପ୍ତମ ରାଉଣ୍ଡରେ ବି ଆଗୁଆ ଅଛନ୍ତି ସୂର୍ଯ୍ୟବଂଶୀ ସୂରଜ । ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ସୂର୍ଯ୍ୟବଂଶୀ ସପ୍ତମ ରାଉଣ୍ଡ ସୁଦ୍ଧା ୫,୨୦୦ ଭୋଟରେ ଆଗୁଆ ରହିଛନ୍ତି । ବିଜେଡିକୁ ୩୧୪୦, କଂଗ୍ରେସ ୧୧୫, ବିଜେପି ୩୯୪୮ ଓ ରାଜେନ୍ଦ୍ର ଦାସଙ୍କୁ ୯୫ ଖଣ୍ଡ ଭୋଟ ମିଳିଛି ।

12:09 November 06

ଧାମନଗରରେ ବାଜି ମାରିବ କି ବିଜେପି ? ସପ୍ତମ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ଆଗୁଆ ।

ଧାମନଗରରେ ଆଗେଇ ଚାଲିଛି ବିଜେପି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପଛେ ପଛେ ରହିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଷଷ୍ଠ ଓ ସପ୍ତମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ମୋଟ ୪୩୯୨ ଭୋଟରେ ଆଗୁଆ ଅଛନ୍ତି । ସେପଟେ ରାଜେନ୍ଦ୍ର ଦାସଙ୍କ ଡଙ୍ଗା ଟଳମଳ ହେଉଛି ।

11:50 November 06

ଧାମନଗରରେ ଆଗେଇ ଚାଲିଛି ବିଜେପି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ।

ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ୫ ରାଉଣ୍ଡ ଗଣତି ଶେଷ ହୋଇଛି । ଲଗାତାର ୫ମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟଂବଶୀ ସୂରଜ । ସୂର୍ଯ୍ୟବଂଶୀ ୪୩୧୪ ଭୋଟ ସହ ଏହି ରାଉଣ୍ଡରେ ୪୧୧ ଭୋଟରେ ଆଗୁଆ ଥିବା ସୂଚନା ରହିଛି । ତାଙ୍କ ପଛକୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୪୦୦୩, କଂଗ୍ରେସ ୧୬୨, ରାଜେନ୍ଦ୍ର ଦାସ ୧୦୨୭ ଭୋଟ ପାଇଛନ୍ତି । ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ମାତ୍ର ୪୦ ଖଣ୍ଡ ଭୋଟ ମିଳିଛି ।

11:15 November 06

ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୩୨୬୧ ଭୋଟରେ ଆଗରେ ରହିଥିବା ସୂଚନା । ବିଜେପି ୫୨୮୯ ଖଣ୍ଡ ଭୋଟ ପାଇଥିବା ବେଳେ ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ତାଙ୍କୁ ୪୦୧୬ ଭୋଟ, କଂଗ୍ରେସ ୧୩୦ ଓ ରାଜେନ୍ଦ୍ର ଦାସଙ୍କୁ ୧୨୭୦ ଭୋଟ ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୧୮,୧୮୧ ଭୋଟ ପାଇଛି । ସେହିପରି ବିଜେଡି ପ୍ରାର୍ଥୀଙ୍କୁ ସମୁଦାୟ ୧୪,୯୨୦ ଭୋଟ ମିଳିଛି । ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨,୩୬୨ ଓ କଂଗ୍ରେସ ୫୫୭ ଭୋଟ ପାଇଛି ।

10:36 November 06

ସରିଲା ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ୨୦୩୩ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା ।

ଧାମନଗର ଉପନିର୍ବାଚନର ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ । ତୃତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗରେ ରହିଛି । ସୂର୍ଯ୍ୟବଂଶୀ ସୂରଜ ୨୦୩୩ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କୁ ୪୧୫୫, ବିଜେଡି ୩୫୦୧, କଂଗ୍ରେସ ୧୧୪ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୪୯୫ ଖଣ୍ଡ ଭୋଟ ମିଳିଛି ।

10:09 November 06

ଆସିଲା ଦ୍ବିତୀୟ ରାଉଣ୍ଡ ରେଜଲ୍ଟ । ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି । ଆସିଲା ଦ୍ବିତୀୟ ରାଉଣ୍ଡ ରେଜଲ୍ଟ । ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ । ବିଜେପ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୧୦ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ଦ୍ବିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କୁ ୩୯୮୮, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୩୭୭୮, କଂଗ୍ରେସକୁ ୧୫୧, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୧୯୫ ଏବଂ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ୧୭ ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି ।

09:20 November 06

Dhamnagar Bypolls: ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ

ଜାରି ରହିଛି ଧାମନଗର ଉପନିର୍ବାଚନ ଭୋଟ ଗଣତି । ଆସିଲା ପ୍ରଥମ ରାଉଣ୍ଡ ରେଜଲ୍ଟ । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ଥିବା ସୂଚନା । ବିଜେପି ପ୍ରାର୍ଥୀ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟ୍‌ରେ ଆଗୁଆ ରହିଛନ୍ତି । ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ୩୯୮୦ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାରଙ୍କୁ ୪୦୨ ଏବଂ କଂଗ୍ରେସକୁ ୧୬୨ ଖଣ୍ଡ ଭୋଟ ମିଳିଥିବା ସୂଚନା ।

07:11 November 06

ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣତି ।

ଆସିଲା ପ୍ରଥମ ରାଉଣ୍ଡ ରେଜଲ୍ଟ, ଆଗୁଆ ବିଜେପି ପ୍ରାର୍ଥୀ

ଭଦ୍ରକ: ଆଜି ଆସିବ ଧାମନଗର ଫଳାଫଳ । ଆରମ୍ଭ ହେଲା ଉପନିର୍ବାଚନ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଉଛି । ରହିଛି ମୋଟ ୫୪୮ଟି ପୋଷ୍ଟାଲ ବାଲାଟ । ପରେ ଇଭିଏମ ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷାରେ ଗଣତି ଚାଲିଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ।

Last Updated : Nov 6, 2022, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.