ଭଦ୍ରକ: ଚରମ୍ପା ଅଞ୍ଚଳରେ ବଢିଲା କର୍ଫ୍ୟୁ ଅବଧି। ମଙ୍ଗଳବାର ଅପରାହ୍ନ 2 ଟାରୁ ବୁଧବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ ଜାରୀ କର୍ଫ୍ୟୁର ଅବଧି 14 ତାରିଖ ସକାଳ 7 ଟା ପର୍ଯ୍ୟନ୍ତ ବଢିଲା। ବିଭିନ୍ନ ଜିଲ୍ଲାର ପ୍ରବାସୀ ଟ୍ରେନ ଯୋଗେ ଫେରୁଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଟୁଇଟ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ