ETV Bharat / state

ଟିକା ନେବା ପାଇଁ ଭଦ୍ରକରେ ଅହେତୁକ ଭିଡ଼ - Crowds to get vaccinated

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ କୋରୋନା କଟକଣା ଫୁ । ସାମାଜିକ ଦୂରତା ନିୟମ ଭୁଲି ଗଲେ ଲୋକେ । କୋରୋନା ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ ...

ଟିକା ନେବା ପାଇଁ ଅହେତୁକ ଭିଡ଼
ଟିକା ନେବା ପାଇଁ ଅହେତୁକ ଭିଡ଼
author img

By

Published : May 10, 2021, 3:32 PM IST

ଭଦ୍ରକ: ଟୀକାକରଣ କେନ୍ଦ୍ରରେ କୋରୋନା କଟକଣା ଫୁ । ସାମାଜିକ ଦୂରତା ନିୟମ ଭୁଲି ଗଲେ ଲୋକେ । କୋରୋନା ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ନାକେଦମ ହୋଇଥିବା ପଡିଥିବା ଜଣାପଡିଛି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର । ଏଠାରେ ଲୋକଙ୍କୁ କୋରୋନା ଟିକା ପ୍ରଦାନ କରାଯାଉଛି ।

ଟିକା ନେବା ପାଇଁ ଅହେତୁକ ଭିଡ଼

ଖବର ଅନୁଯାୟୀ ଦୁଇଦିନ ସାରା ରାଜ୍ୟରେ ସଟଡାଉନ ଥିଲା । ତେଣୁ ଆଜି ସକାଳେ (ସୋମବାର) ଟିକା କେନ୍ଦ୍ର ଖୋଲାଯିବା ପରେ ଲୋକେ ଲମ୍ବା ଲାଇନ ଲଗାଇବା ସହ, ଆଗ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଏପରିକି ଲୋକେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଟିକା କେନ୍ଦ୍ର ସମ୍ମୁଖରେ ବିଶୃଙ୍ଖଳା ପରିବେଶ ସୃଷ୍ଟି ହେବା ନେଇ ଭଣ୍ଡାରିପୋଖରୀ ପୋଲିସ ଖବର ପାଇ ସେଠାରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.