ETV Bharat / state

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କଲମଛାଡ ଆନ୍ଦୋଳନ - ଭଦ୍ରକରେ କଲମ ଛାଡ ଆନ୍ଦୋଳନ

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଏନଏସି କାର୍ଯ୍ୟାଳୟ ପରିସରରେ। ଏହାର ପ୍ରତିବାଦ କରି କର୍ମଚାରୀମାନେ ଅଭିଯୁକ୍ତକୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ କରିଛନ୍ତି।

bhadrak latest news, misbehaviour to govt employee in bhadrak, cease work protest in bhadrak, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ କଲମ ଛାଡ ଆନ୍ଦୋଳନ, ଭଦ୍ରକରେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର
ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କଲମଛାଡ ଆନ୍ଦୋଳନ
author img

By

Published : Feb 25, 2020, 5:27 AM IST

ଭଦ୍ରକ: ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଏନଏସି କାର୍ଯ୍ୟାଳୟ ପରିସରରେ। ଏହାର ପ୍ରତିବାଦ କରି କର୍ମଚାରୀମାନେ ଅଭିଯୁକ୍ତକୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ କରିଛନ୍ତି।

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କଲମଛାଡ ଆନ୍ଦୋଳନ

ସୂଚନା ଅନୁଯାୟୀ ଧାମନଗର ତାଳପଦା ଗାଁର ଜଣେ ଯୁବକ କୌଣସି ଘଟଣାକୁ ନେଇ ଏନଏସି କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣା ପଡିଛି। ଏନେଇ କର୍ମଚାରୀଙ୍କ ସୁରକ୍ଷା ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ଏନଏସି କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି।

ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.