ETV Bharat / state

ବେକରେ ଓଢଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭଦ୍ରକ ଅଚାର୍ଯ୍ୟନଗରଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ଜଣକ ହେଉଛନ୍ତି ଖଇରା ଅଞ୍ଚଳର ମୋନାଲିସା ସେଠୀ । ଅଧିକ ପଢନ୍ତୁ..

author img

By

Published : Feb 15, 2020, 4:34 AM IST

bhadrak-girl-found-dead-in-her-house
ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭଦ୍ରକ: ଟାଉନ ଥାନା ଅର୍ନ୍ତଗତ ଅଚାର୍ଯ୍ୟନଗରଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ଜଣକ ହେଉଛନ୍ତି ଖଇରା ଅଞ୍ଚଳର ମୋନାଲିସା ସେଠୀ ।

ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଖବର ଅନୁଯାୟୀ ମୋନାଲିସା ନିଜ ସମ୍ପର୍କୀୟ ଭାଇ ଓ ଭାଉଜଙ୍କ ସହ ଏକ ଭଡାଘରେ ରହୁଥିଲେ । ଘରେ କେହି ନଥିବା ବେଳେ ନିଜ ଓଢଣୀ ବେକରେ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ମୋନାଲିସାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.