ETV Bharat / state

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଭଦ୍ରକ ଜିଲ୍ଲାରେ ଦିନକରେ 66 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2165 ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
author img

By

Published : Aug 24, 2020, 4:17 PM IST

ଭଦ୍ରକ: ଜିଲ୍ଲାରେ ସୋମବାର 66 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2165 ରେ ପହଞ୍ଚିଛି । ଆଜି 7 ଟି ବ୍ଲକ ରୁ 57 ଜଣ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ମୁନିସିପାଲଟିରୁ 7 ଜଣ ଓ ଗୋଟିଏ ଏନଏସିରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଅନ୍ୟ ଜିଲ୍ଲାରୁ ଆସିଥିବା ସ୍ଥାନୀୟ ଲୋକେ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟ 66 ଜଣଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ତେଣୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଥମୁ ନାହିଁ । ଏହା ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକରୁ ସର୍ବାଧିକ 27 ଜଣ, ଚାନ୍ଦବାଲି ବ୍ଲକରୁ 24 ଜଣ, ବ୍ଳକରୁ 2 ଜଣ, ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକରୁ ଜଣେ ଲେଖାଏଁ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାସୁଦେବପୁର ମୁନିସିପାଲଟି ରୁ 7 ଜଣ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନଏସିରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1187 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ଗତ 24 ଘଣ୍ଟା ମଧ୍ୟରେ 79 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଅଦ୍ୟାବଧି 972 ଜଣ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲ୍ଲାରୁ ମୋଟ 41750 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.