ETV Bharat / state

ନିର୍ଧୁମ ଛେଚା ଖାଇଲେ ଭଦ୍ରକର ଭଣ୍ଡବାବା

author img

By

Published : Nov 3, 2019, 1:55 PM IST

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଭଣ୍ଡବାବା ନିଃସନ୍ତାନ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିର୍ଧୁମ ଛେଚିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭଣ୍ଡବାବାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ। ଭଦ୍ରକ ଜିଲ୍ଲା ଚୂଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ଆଡିଆ ଗ୍ରାମରେ ବାବଙ୍କୁ ନିସ୍ତୁକ ମାଡ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଭଣ୍ଡବାବକୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ସୂଚନା ଅନୁଯାୟୀ ଭଣ୍ଡବାବା ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଃସନ୍ତାନ ଥିବାରୁ ସନ୍ତାନଟିଏ ପାଇବା ପାଇଁ ବାବାଙ୍କ କଥାରେ ବିଶ୍ବାସ କରିଥିଲେ। ବାବାଙ୍କ କଥା ଅନୁଯାୟୀ ମହିଳା ଜଣକ ପୂଜା ସାମଗ୍ରୀ କିଣି ରାତିରେ ଖୋଲା ପଡିଆରେ ପୂଜାରେ ବସିଥିଲେ। ପୂଜାରେ ବସିଥିବା ସମୟରେ ମହିଳାଙ୍କୁ ବାବା ଅସଦାଚରଣ କରିଥିଲେ । ଫଳରେ ମହିଳା ଜଣକ ଜୋର ପାଟିରେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଚିତ୍କାର ଶୁଣି ବାବାଙ୍କୁ ଧରି ନିସ୍ତୁକ ଛେଚିଥିବା ଜଣାପଡିଛି।

ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାବା ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲା । ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ବାବା ଜଣଙ୍କ ହେଲେ ସ୍ଥାନିୟ କୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ବୋହୁମାଘେରି ଗ୍ରାମର ଗୌରହରି ତଳା ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BABA ATTACK
FORMAT : AVO
REPORT : DEBASIS MOHAPATRA / BHADRAK
DATE : 03.11.2019

ANCHOR : ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ ଅଭିଯୋଗ। ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲ ରେ ଭର୍ତ୍ତି। ଏଭଳି ଘଟଣା ଘଟିଛି ଚୂଡ଼ାମଣି ସାମୁଦ୍ରିକ ଥାନା ଆଡିଆ ଗ୍ରାମରେ। ସୂଚନା ଅନୁଯାୟୀ ଭଣ୍ଡବାବା ଜଣେ ନିଃସନ୍ତାନ ଦମ୍ପତି ଙ୍କୁ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଃସନ୍ତାନ ଥିବାରୁ ସନ୍ତାନ ଟିଏ ପାଇଁ ବାବା ଙ୍କ କଥା ରେ ବିଶ୍ୱାସ କରିଥିଲେ। Body:ବାବା ଙ୍କ କଥା ଅନୁଯାୟୀ ମହିଳା ଜଣକ ପୂଜା ସାମଗ୍ରୀ କିଣି ରାତିରେ ଖୋଲା ପଡିଆରେ ପୂଜାରେ ବସିଥିଲେ। ପୂଜାରେ ବସିଥିବା ସମୟରେ ମହିଳା ଙ୍କୁ ଅସଦାଚରଣ କରିଥିଲେ ବାବା। ଫଳରେ ମହିଳା ଜଣକ ଜୋର ପାଟିରେ ଚିତ୍କାର କରିଥିବା ଜଣାପଡିଛି। ସ୍ଥାନୀୟ ଲୋକ ଚିତ୍କାର ଶୁଣି ବାବା ଙ୍କୁ ଧରି ନିସ୍ତୁକ ଛେଚିଥିବା ଜଣାପଡିଛି। ପାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାବା ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିବା ସହ ଏନେଇ ଅଧିକ ଅନୁସନ୍ଧାନ ଚଳାଇଛି। ବାବା ଜଣଙ୍କ ହେଲେ ସ୍ଥାନିୟ କୃଷ୍ଣପୁର ପଞ୍ଚାୟତ ବୋହୁମାଘେରି ଗ୍ରାମର ଗୌରହରି ତଳା ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.