ETV Bharat / state

ରାସ୍ତା ଜବରଦଖଲକୁ ବିରୋଧ: ବହି-ବସ୍ତାନି ଧରି ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Dec 5, 2019, 12:42 PM IST

ଭଦ୍ରକ ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତର ଚାନ୍ଦକୁଡ଼ା ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ  ଯାତାୟତ କରୁଥିବା ରାସ୍ତାକୁ କିଛି ଲୋକ ଜବରଦଖଲ କରିଛନ୍ତି। ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏହାର ପ୍ରତିବାଦ କରି ଗୁରୁବାର ଅଙ୍ଗନୱାଡ଼ି କେନ୍ଦ୍ରର କୁନିକୁନି ପିଲାମାନେ ରାସ୍ତା ଉପରେ ଅଭିନବ ଭାବେ ପ୍ରତିବାଦ କରିବା ସହ ଧାରଣା ଦେଇଥିବା ଜଣାପଡିଛି ।

anaganwadi student strike
ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ବେଆଇନ ରାସ୍ତା ଜବରଦଖଲ ବିରୋଧରେ ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ ଧାରଣା । ଭଦ୍ରକ ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତର ଚାନ୍ଦକୁଡ଼ା ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାତାୟତ କରୁଥିବା ରାସ୍ତାକୁ କିଛି ଲୋକ ଜବରଦଖଲ କରିଛନ୍ତି । ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି । ଏହାର ପ୍ରତିବାଦ କରି ଗୁରୁବାର ଅଙ୍ଗନୱାଡ଼ି କେନ୍ଦ୍ରର କୁନିକୁନି ପିଲାମାନେ ରାସ୍ତା ଉପରେ ଅଭିନବ ଭାବେ ପ୍ରତିବାଦ କରିବା ସହ ଧାରଣା ଦେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ତେବେ ପୂର୍ବରୁ ଏନେଇ ଗ୍ରାମବାସୀ ତହସିଲଦାର ଏବଂ ସିଡ଼ି଼ପିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ତେଣୁ ଏହାର ପ୍ରତିବାଦ ସ୍ବରୁପ ଗୁରୁବାର ଛାତ୍ରଛାତ୍ରୀ ରାସ୍ତା ଉପରେ ଧାରଣା ଦେଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:SLUG : ANGANABADI
FORMAT : AVO
REPORT : DEBASIS MOHAPATRA / BHADRAK
DATE : 05.12.2019

ANCHOR : ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତର ଚାନ୍ଦକୁଡ଼ା ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାତାୟତ ରାସ୍ତା କୁ କିଛି ଲୋକ ଜବର ଦଖଲ କରିଛନ୍ତି। ଫଳରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି। ଏହାର ପ୍ରତିବାଦ କରି ଅଙ୍ଗନୱାଡ଼ି କେନ୍ଦ୍ରର କୁନିକୁନି ପିଲାମାନେ ରାସ୍ତା ଉପରେ ଅଭିନବ ଭାବେ ପ୍ରତିବାଦ କରିବା ସହ ଧାରାଣା ଦେଇଥିବା ଜଣାପଡିଛି। Body:ଏଥିନେଇ ଗ୍ରାମବାସୀ ତହସିଲଦାର ଏବଂ ସିଡ଼ି଼ିପିଓଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦ ସୂରୁପ ଛାତ୍ର ଓ ଛାତ୍ରୀ ମାନେ ଏହିପରି ରାସ୍ତା ଉପରେ ଧାରଣା ଦେଇଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.