ETV Bharat / state

23ରୁ ଭଦ୍ରକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ - ଆଖଣ୍ଡଳମଣି

ଆସନ୍ତା 23 ତାରିଖରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ଜ଼ିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଭକ୍ତ ମାନଙ୍କ ପାଇଁ ଖୋଲାଯିବ। ଅଧିକ ପଢନ୍ତୁ...

ଆସନ୍ତା 23ରୁ ଭଦ୍ରକ ଜିଲ୍ଲାରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ

author img

By

Published : Aug 20, 2021, 11:09 AM IST

ଭଦ୍ରକ: ଭକ୍ତଙ୍କ ପାଇଁ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା 23 ତାରିଖରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ଜ଼ିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଭକ୍ତ ମାନଙ୍କ ପାଇଁ ଖୋଲାଯିବ । କୋଭିଡ କଟକଣା ମଧ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ମନ୍ଦିରକୁ ପ୍ରବେଶ ସମୟରେ କୋରୋନା କଟକଣାକୁ ମାନିବାକୁ ଭକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା 23ରୁ ଭଦ୍ରକ ଜିଲ୍ଲାରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ
ଆସନ୍ତା 23ରୁ ଭଦ୍ରକ ଜିଲ୍ଲାରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ

ପ୍ରତ୍ୟେକ ଦିନ ସକାଳ 6 ରୁ ରାତି 8 ଘଟିକା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଭକ୍ତ ମାନଙ୍କ ପାଇଁ ଖୋଲା ରହିବ । ପରିମଳ ଉଦ୍ଦେଶ୍ୟରେ ପ୍ରତ୍ୟେକ ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୋରୋନା କଟକଣା ପାଇଁ ଦୀର୍ଘ ମାସ ଧରି ଜ଼ିଲ୍ଲାରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.