ETV Bharat / state

ଚାନ୍ଦବାଲିରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ - again rape case happen in bhadrak chandbali

ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ 4 ଜଣ ଯୁବକଙ୍କ ଗଣଦୁଷ୍କର୍ମ ଘଟଣାକୁ 1  ସପ୍ତାହ ବିତି ନଥିବା ବେଳେ  ପୁଣି ଗତ ମଙ୍ଗଳବାର ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ରବିନ୍ଦ୍ର ନଗରରେ ଜୈନିକା ନାବାଳିକାକୁ 2 ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 13, 2019, 5:36 PM IST

ଭଦ୍ରକ: ପୁଣି ଚାନ୍ଦବାଲିରେ ଲଜ୍ୟା । ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ 4 ଜଣ ଯୁବକଙ୍କ ଗଣଦୁଷ୍କର୍ମ ଘଟଣାକୁ 1 ସପ୍ତାହ ବିତି ନଥିବା ବେଳେ ପୁଣି ଗତ ମଙ୍ଗଳବାର ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ରବିନ୍ଦ୍ର ନଗରରେ ଜୈନିକା ନାବାଳିକାକୁ 2 ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ରବିନ୍ଦ୍ର ନଗରର ଅରବିନ୍ଦ ଦଳପତିଙ୍କ ନାବାଳିକା ଝିଅ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୋସିଙ୍ଗା ବଜାରରୁ ଫେରୁଥିବା ବେଳେ 2ଜଣ ଯୁବକ ତାପସ ସାହୁ ଓ ଦିପକ ଖଟୁଆ ଏକ ମୋଟର ସାଇକେଲରେ ନାବାଳିକାକୁ ଉଠାଇ ନେଇଥିଲେ । ଏହାପରେ ଏକ ନିଛାଟିଆ ସ୍ଥାନରେ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।

ନାବାଳିକା ଜଣକ ଗରୁତର ଅବସ୍ଥାରେ ଘରକୁ ଫେରି ଏସମ୍ପର୍କରେ ଘର ଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣିବା ପରେ ନାବାଳିକାର ପିତା ତୁରନ୍ତ ଧାମରା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଧାମରା ପୋଲିସ 2 ଅଭିଯୁକ୍ତ ତାପସ ସାହୁ ଓ ଦିପକ ଖଟୁଆକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:SLUG : RAPE CASE
FORMAT : AVB
REPORT : DEBASIS MOHAPATRA / BHADRAK
DATE : 13.11.2019

ANCHOR : ପୁଣି ଚାନ୍ଦବାଲିରେ ଲଜ୍ୟା। ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ 4 ଜଣ ଯୁବକଙ୍କ ଗଣଦୁଷ୍କର୍ମ ର ଗୋଟିଏ ସପ୍ତାହଟି ପୁରି ନାହିଁ। ପୁଣି ଜଣେ ନାବାଳିକ ଗଣ ଦୁଷ୍କର୍ମରରେ ଶିକାର ହୋଇଛି । ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତର ରବିନ୍ଦ୍ର ନଗରରେ ଜୈନିକା ନାବାଳିକାକୁ 2 ଜଣ ଯୁବକ ଗଣ ଦର୍ଷ୍ପମ କରିଛନ୍ତି । ରବିନ୍ଦ୍ର ନଗରର ଅରବିନ୍ଦ ଦଳପତିଙ୍କ ନାବାଳିକ କନ୍ୟା ଦୋସିଙ୍ଗା ବଜାରରୁ ସନ୍ଧ୍ୟାବେଳେ ଫେରୁଥିବା ସମୟରେ 2 ଅଭିଯୁକ୍ତ ତାପସ ସାହୁ ଓ ଦିପକ ଖଟୁଆ ଏକ ମଟର ସାଇକେଲ ସାହାଯ୍ୟ ରେ ନାବାଳକୁ ଉଠାଇନେଇ ଏକ ନିଛାଟିଆ ସ୍ଥାନରେ ଦୁର୍ଷ୍କମ କରିଥିଲେ । Body:ନାବାଳିକା ଜଣକ ଗରୁତ୍ୱର ଅସୁସ୍ଥ ହୋଇ ତାଙ୍କ ଘରେ ପହଂଚିବା ପରେ ଘରଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣିବା ପରେ ନାବାଳିକାର ପିତା ତୁରନ୍ତ ଧାମରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଧାମରା ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।
Bite : ଉମାଶଙ୍କର ମହାରଣା_ଏସ ଡ଼ି ପିଓ_ଚାନ୍ଦବାଲିConclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.