ETV Bharat / state

ଯାତ୍ରୀବାହୀ ବସରେ ଜଣେ ପ୍ରବାସୀ ମୃତ, ପୋଲିସର ତଦନ୍ତ ଜାରି - bhadrak migrant worker

ଚେନ୍ନାଇରୁ ହାଓ୍ବାଡ଼ା ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗ ବୀରଭୂମ ବାନାଗ୍ରାମ ଅଞ୍ଚଳର ବବୁଲ ଘୋଷ । ଅଧିକ ପଢନ୍ତୁ...

50/64 characters ଯାତ୍ରୀବାହୀ ବସରେ ଜଣେ ପ୍ରବାସୀ ମୃତ, ପୋଲିସର ତଦନ୍ତ ଜାରି

author img

By

Published : May 20, 2021, 6:54 PM IST

ଭଦ୍ରକ: ଘରୋଇ ଯାତ୍ରୀବାହୀ ବସରେ ଅଘଟଣ । ବସରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର । ଚେନ୍ନାଇରୁ ହାଓ୍ବଡ଼ାକୁ 50 ଜଣ ପ୍ରବାସୀଙ୍କୁ ନେଇ ଏକ ଘରୋଇ ଯାତ୍ରୀବାହୀ ବସ ଯାଉଥିଲା । ବସଟି ସୋର ଅତିକ୍ରମ କୌଣସି କାରଣରୁ ଜଣେ ପ୍ରବାସୀ ହଠାତ ସଂଜ୍ଞାହୀନ ହୋଇଯାଇଥିଲେ । ପରେ ବସ ଡ୍ରାଇଭର ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୋର ଥାନାରେ ଓହ୍ଲାଇ ଦେଇ ଭଦ୍ରକ ଫେରିଥିଲେ । ବନ୍ତ ଛକ ନିକଟରୁ ସହରାଞ୍ଚଳ ଥାନା ପୋଲିସ ବସରୁ ପ୍ରବାସୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲା।

50/64 characters ଯାତ୍ରୀବାହୀ ବସରେ ଜଣେ ପ୍ରବାସୀ ମୃତ, ପୋଲିସର ତଦନ୍ତ ଜାରି

ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମୃତକ ଜଣକ ପଶ୍ଚିମବଙ୍ଗ ବୀରଭୂମ ବାନାଗ୍ରାମ ଅଞ୍ଚଳର ବବୁଲ ଘୋଷ ବୋଲି ଜଣାପଡିଛି । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.