ETV Bharat / state

କାଳୀଭଞ୍ଜଡିହ ଦ୍ବୀପରେ ଫସିଥିବା 8 ମତ୍ସ୍ୟଜୀବୀ ଉଦ୍ଧାର - bhadrak latest news

କାଳୀଭଞ୍ଜଡିହ ଦ୍ବୀପରେ ଫସିଥିବା 8ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ।

kalibhanjadhia
author img

By

Published : Nov 9, 2019, 3:57 PM IST

ଭଦ୍ରକ: କାଳୀଭଞ୍ଜଡିହ ଦ୍ବୀପରେ ଫସିଥିବା 8ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗା ଓଲଟି ପଡିଥିବାରୁ ମତ୍ସ୍ୟଜୀବୀମାନେ ସେଠାରେ ଫସି ରହିଥିଲେ ।

8ମତ୍ସ୍ୟଜୀବୀ ଉଦ୍ଧାର

ତେବେ ଚାନ୍ଦବାଲି ତହସିଲଦାର ଓ ଆଇଆଇସି ଧାମରା ମେରାଇନଙ୍କ ନେତୃତ୍ବରେ ଓଡ୍ରାଫ ଟିମ୍‌ ଓ ସ୍ଥାନୀୟ ଧୀବରଙ୍କ ମିଳିତ ସହଯୋଗରେ ଫସିରହିଥିବା 8ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ।

ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଚିକିତ୍ସା ନିମନ୍ତେ ଧାମରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FISHERMEN RESCUE
FORMAT : AVO
REPORT : DEBASIS MOHAPATRA / TIHIDI
DATE : 09.11.2019

ANCHOR : The eight fishermen who were stranded in kalibhanjadiha island after their boat was capsized in the seashore have been rescued with the assistance of ODRAF team and local fishermen under the leadership of Tahasildar chandbali and IIC Dhamra marine. They are now taking Dhamara PHC to hospital for medical check-up. Adm Shyambhakta Mishra intimated.Body:SLUG : FISHERMEN RESCUE
FORMAT : AVO
REPORT : DEBASIS MOHAPATRA / TIHIDI
DATE : 09.11.2019

ANCHOR : The eight fishermen who were stranded in kalibhanjadiha island after their boat was capsized in the seashore have been rescued with the assistance of ODRAF team and local fishermen under the leadership of Tahasildar chandbali and IIC Dhamra marine. They are now taking Dhamara PHC to hospital for medical check-up. Adm Shyambhakta Mishra intimated.Conclusion:SLUG : FISHERMEN RESCUE
FORMAT : AVO
REPORT : DEBASIS MOHAPATRA / TIHIDI
DATE : 09.11.2019

ANCHOR : The eight fishermen who were stranded in kalibhanjadiha island after their boat was capsized in the seashore have been rescued with the assistance of ODRAF team and local fishermen under the leadership of Tahasildar chandbali and IIC Dhamra marine. They are now taking Dhamara PHC to hospital for medical check-up. Adm Shyambhakta Mishra intimated.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.