ETV Bharat / state

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ‘5T’ ସଚିବ

ଅଚାନକ ‘5T’ ର ଏକ 3 ଜଣିଆ ଟିମ୍‌ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

author img

By

Published : Dec 10, 2019, 8:11 PM IST

secretary
secretary

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ‘5T’ର ଏକ 3 ଜଣିଆ ଟିମ୍‌ ଅଚାନକ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ବାବଦରେ ପଚାରି ବୁଝିଛନ୍ତି । ‘5T’ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ପଣ୍ଡିତ ଏବଂ ସୁରେଶ ମହାପାତ୍ର ପ୍ରମୁଖ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ‘ମୋ ସରକାର’ ଏବଂ ‘5T’ ଲାଗୁହେବା ପରେ ମେଡିକାଲକୁ ଏହା ସଚିବଙ୍କ ପ୍ରଥମ ଗସ୍ତ ।

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ 5T ସଚିବ

ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ସଚିବ । ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । କିଛିଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରେ ଆଜି ପୁଣି ‘5T’ ସଚିବ ଭଦ୍ରକ ମେଡିକାଲ ଗସ୍ତରେ ଆସିଛନ୍ତି । ଏହି ଗସ୍ତକୁ ନେଇ ‘5T’ ଟିମ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : 5T SECRETARY VISIT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.12.2019

ANCHOR : ଭଦ୍ରକ ମେଡିକାଲ କୁ ଅଚାନକ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଗସ୍ତ। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ 5T ର ଏକ 3 ଜଣିଆ ଟିମ୍‌ ଅଚାନକ ପହଞ୍ଚିଛନ୍ତି। ପରେ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ଯାଞ୍ଚ କରିଛନ୍ତି। 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ମୋ ସରକାର ଓ 5T ଲାଗୁହେବା ପରେ ମେଡିକାଲକୁ 5T ସଚିବଙ୍କ ଏହା ପ୍ରଥମ ଗସ୍ତ। ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ସଚିବ। ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିବା ଜଣାପଡିଛି। Body:ସୂଚାନଯୋଗ୍ୟ ଯେ କିଛିଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭଦ୍ରକ ମେଡିକାଲ ଗସ୍ତ କରିବା ପରେ ଆଜି ପୁଣି ଆଜି 5T ସଚିବ ଗସ୍ତ କରିଥିଲେ। ହେଲେ 5T ସଚିବ ଙ୍କ ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.