ETV Bharat / state

ଭଦ୍ରକରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଜିଲ୍ଲାରେ ଥମୁନି ସ୍ଥାନୀୟ ସଂକ୍ରମଣ । ଜିଲ୍ଲାରେ ଆଜି 50 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1118ରେ ପହଞ୍ଚିଛି । ଆଜି ଚିହ୍ନଟ 50 ଜଣଙ୍କ ମଧ୍ୟରୁ 47 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ମାତ୍ର 3 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଭଦ୍ରକରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 50 ପଜିଟିଭ୍‌ରୁ 47 ସ୍ଥାନୀୟ ସଂକ୍ରମିତ

author img

By

Published : Aug 12, 2020, 1:34 PM IST

ଭଦ୍ରକ: ଜିଲ୍ଲାରେ ଥମୁନି ସ୍ଥାନୀୟ ସଂକ୍ରମଣ । ଜିଲ୍ଲାରେ ଆଜି 50 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1118ରେ ପହଞ୍ଚିଛି । ଆଜି ଚିହ୍ନଟ 50 ଜଣଙ୍କ ମଧ୍ୟରୁ 47 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ମାତ୍ର 3 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଭଦ୍ରକରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 50 ପଜିଟିଭ୍‌ରୁ 47 ସ୍ଥାନୀୟ ସଂକ୍ରମିତ
ଭଦ୍ରକରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 50 ପଜିଟିଭ୍‌ରୁ 47 ସ୍ଥାନୀୟ ସଂକ୍ରମିତ

ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ 24 ଘଣ୍ଟା ମଧ୍ୟରେ 40 ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 773 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଏପର୍ଯ୍ୟନ୍ତ 341 ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରୁ ମୋଟ 25227 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.