ETV Bharat / state

ଶନିବାରଠୁ 48 ଘଣ୍ଟିଆ ସଟଡାଉନ ଭଦ୍ରକ - 48-hour shutdown announced in Bhadrak

ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

48-hour shutdown
ଭଦ୍ରକରେ 48 ଘଣ୍ଟିଆ ସଟଡାଉନ
author img

By

Published : Jul 31, 2020, 10:07 AM IST

ଭଦ୍ରକ: ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କୁ ଦେଖି ଭଦ୍ରକ ଜିଲ୍ଲାକୁ 48 ଘଣ୍ଟିଆ ସଟଡାଉନ ଘୋଷଣା । ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

48-hour shutdown
ଭଦ୍ରକରେ 48 ଘଣ୍ଟିଆ ସଟଡାଉନ

ଭଦ୍ରକ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା । ଅଗଷ୍ଟ 1 ତାରିଖ ସକାଳ 5 ଟାରୁ ଅଗଷ୍ଟ 3 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ।

48-hour shutdown
ଭଦ୍ରକରେ 48 ଘଣ୍ଟିଆ ସଟଡାଉନ

କେବଳ ସ୍ଵାସ୍ଥ୍ୟ ସେବା, ଏଲପିଜି ସିଲିଣ୍ଡର ଯୋଗାଣ, ପେଟ୍ରୋଲ ପମ୍ପ, ଏଟିଏମ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ସେବା ଜାରି ରହିବ ବୋଲି କୁହାଯାଇଛି । ଏହାସହ ଅନ୍ୟନ୍ୟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କଟକଣା ଜାରି କରାଯାଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.