ETV Bharat / state

ପୁଣି ନାଗ ସାପ ଆତଙ୍କ, 38 ଟି ଛୁଆ ସାପ ଉଦ୍ଧାର

ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ଅନ୍ତର୍ଗତ ବିରିପଡା ଗ୍ରାମରେ ରବିନ୍ଦ୍ର ଜେନାଙ୍କ ଘରୁ 38 ଟି ନାଗ ଛୁଆ ସହ ଗୋଟିଏ ବଡ ନାଗ ସାପ ଉଦ୍ଧାର ହୋଇଛି । ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜା ଏସମସ୍ତ ନାଗ ଛୁଆଙ୍କୁ ଉଦ୍ଧାର କରିଛନ୍ତି ।

author img

By

Published : Jun 22, 2019, 8:34 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୁଣି ଭଦ୍ରକରେ ନାଗ ଆତଙ୍କ । କିଛି ଦିନ ତଳେ ଧାମନଗର ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ନାଗ ସାପ ଉଦ୍ଧାର ହୋଇଥିବା ବେଳେ, ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ଅନ୍ତର୍ଗତ ବିରିପଡା ଗ୍ରାମରେ ରବିନ୍ଦ୍ର ଜେନାଙ୍କ ଘରୁ 38 ଟି ନାଗ ଛୁଆ ସହ ଗୋଟିଏ ବଡ ନାଗ ସାପ ଉଦ୍ଧାର ହୋଇଛି । ରବିନ୍ଦ୍ର ତାଙ୍କ ଘରେ କିଛି ନାଗ ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ । ଫଳରେ ସେ ଭୟଭୀତ ହୋଇପଡିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଏନେଇ ସେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜାଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ରବିନ୍ଦ୍ରଙ୍କ ଘର ଭିତରୁ 38 ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଗୋଟିଏ ବଡ ନାଗକୁ ଉଦ୍ଧାର କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ରବିନ୍ଦ୍ର ଜେନାଙ୍କ ଘରେ ଲୋକଙ୍କ ଭିଡ଼଼ ଦେଖିବାକୁ ମିଳିଥିବା ବେଳେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପୁଣି ଭଦ୍ରକରେ ନାଗ ଆତଙ୍କ। ସରୁନାହିଁ ନାଗ ସାପ ଉଦ୍ଧାର। Body:କିଛି ଦିନ ତଳେ ଧାମନଗର ଅଞ୍ଚଳ ସମେତ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଶତାଧିକ ନାଗ ସାପ ଉଦ୍ଧାର ହୋଇଥିବା ବେଳେ, ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ଅନ୍ତର୍ଗତ ବିରିପଡI ଗ୍ରାମ ରେ ରବିନ୍ଦ୍ର ଜେନା ଙ୍କ ଘରୁ 38 ଟି ନାଗ ଛୁଆ ସହ ଗୋଟିଏ ବଡ ନାଗ ସାପ ଉଦ୍ଧାର ହୋଇଛି। ରବିନ୍ଦ୍ର ତାଙ୍କ ଘରେ କିଛି ନାଗ ଛୁଆ ବୁଲୁ ଥିବାର ଦେଖିବାକୁ ପାଇଥିଲେ। ଫଳରେ ସେ ଭୟଭୀତ ହୋଇପଡିଥିଲେ। ଏନେଇ ସେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ାଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜା ପହଞ୍ଚି ରବିନ୍ଦ୍ର ଙ୍କ ଘର ଭିତରୁ 38 ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଗୋଟିଏ ବଡ ନାଗକୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଚାର ପରେ ରବିନ୍ଦ୍ର ଜେନା ଙ୍କ ଘରେ ଲୋକଙ୍କ ଭିଡ଼଼ ଦେଖିବାକୁ ମିଳିଥିବା ବେଳେ ନାଗ ଆତଙ୍କ ନେଇ ଆତଙ୍କିତ ହୋଇପଡ଼ିଚ୍ଛନ୍ତି ଅଞ୍ଚଳବାସୀ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.