ETV Bharat / state

25ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ: ଉଦଘାଟନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

author img

By

Published : Dec 19, 2019, 12:35 PM IST

ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ 25ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ।

25th state level youth festival inaugurated
25 ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ

ଭଦ୍ରକ: ଜିଲ୍ଲାର ନେହେରୁ ଷ୍ଟାଡିୟମଠାରେ 25ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି ।

25 ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ

ଅନ୍ୟତମ ଅତିଥି ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୂଖ ଉପସ୍ଥିତ ଥିଲେ । ପ୍ରଥମଥର ଜିଲ୍ଲାରେ ଏହି ମହୋତ୍ସୋବ ଆୟୋଜିତ ହୋଇଥିବାରୁ ରାଜ୍ୟ ସରକାର ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

ଜିଲ୍ଲାରେ 4 ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ରାଜ୍ୟର ସମସ୍ତ 30ଟି ଜିଲ୍ଲାର ଦୁଇ ହଜାରରୁ ଊର୍ଦ୍ଧ୍ବ ପ୍ରତିଭାଧାରୀ କଳାକାରମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଥିବା ଅନ୍ତର୍ନିହିତ ଯୁବ ପ୍ରତିଭାକୁ ବିକଶିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଡା. ଅରୁଣ ସାହୁ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : STATE YOUTH FESTIVAL
FORMAT : AVB
REPORT : DEBASIS MOHAPATRA / BHADRAK
DATE : 18.12.2019

ANCHOR : ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ 25 ତମ ରାଜ୍ୟ ସ୍ତରିୟ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଉଦଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ବ୍ୟୋମକେଶ ରାୟ , ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରମୂଖ ଉପସ୍ଥିତ ହୋଇ ପ୍ରଥମ ଥର ଭଦ୍ରକ ଜିଲ୍ଲା ରେ ଏହି ମହୋତ୍ସୋବ ଆୟୋଜିତ ହୋଇଥିବାରୁ ରାଜ୍ୟ ସରକାର ଓ ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି। Body:ଜିଲ୍ଲାରେ 4 ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ରାଜ୍ୟର ସମସ୍ତ 30 ଟି ଜିଲ୍ଲାର ଦୁଇ ହଜାରରୁ ଉର୍ଦ୍ଧ ପ୍ରତିଭାଧାରୀ କଳାକାର ମାନେ ଅଂଶଗ୍ରହଣ କରିବେ। ରାଜ୍ଯ ରେ ଥିବା ଅନ୍ତର୍ନିହିତ ଯୁବ ପ୍ରତିଭା କୁ ବିକଶିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଡା. ଅରୁଣ ସାହୁ କହିଛନ୍ତି।
Bite : ଡା. ଅରୁଣ ସାହୁ_ଉଚ୍ଚଶିକ୍ଷା ମନ୍ତ୍ରୀ Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.