ETV Bharat / state

20 ଗ୍ରାମ ବ୍ରାଉନ ସୁଗାର ଜବତ, 2 ବ୍ୟବସାୟୀ ଗିରଫ

author img

By

Published : Jun 24, 2020, 5:07 AM IST

ବ୍ରାଉନ ସୁଗାର କାରବାର ବେଳେ ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଧିକ ପଢ଼ନ୍ତୁ...

brown sugar seized in Bhadrak, 2 traders arrested, ଗ୍ରାମ ବ୍ରାଉନ ସୁଗାର ଜବତ, 2 ବ୍ୟବସାୟୀ ଗିରଫ, ଭଦ୍ରକ ଖବର, ଭଦ୍ରକ ଅବକାରୀ ବିଭାଗ
20 ଗ୍ରାମ ବ୍ରାଉନ ସୁଗାର ଜବତ, 2 ବ୍ୟବସାୟୀ ଗିରଫ

ଭଦ୍ରକ: ସହରରେ ଧଳା ଜହର କାରବାର ବେଳେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି । ଏଥିସହ ଗୋଟିଏ ବାଇକ ଓ 2 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ ଦୀର୍ଘଦିନ ଧରି ଭଦ୍ରକ ବନ୍ତ ଛକ ଠାରେ ବେଧଡ଼କ ଭାବେ ଚୋରା ବ୍ରାଉନ ସୁଗାର କରିବାର ଚାଲୁଥିଲା । ଏନେଇ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା । ମଙ୍ଗଳବାର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ବିଭାଗ ପକ୍ଷରୁ ଚଢାଉ କରାଯିବା ପରେ ଏହି ବ୍ରାଉନ ସୁଗାର କାରବାର ଧରାପଡ଼ିଥିଲା । ତେବେ ବ୍ରାଉନ ସୁଗାର କେଉଁ ସ୍ଥାନରୁ ଆସିଥିଲା, ସେ ନେଇ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.