ETV Bharat / state

Zilla Parisad Chairman Election: ନିର୍ବାଚନରୁ ଓହରିଲେ 7 ବିଜେପି ପ୍ରାର୍ଥୀ - ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବଚନ

ବରଗଡ ଜିଲ୍ଲାରେ ଆଜି (ରବିବାର) ଚାଲିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନରୁ ଓହରିଲେ ବିଜେପି ଜିଲ୍ଲା ପରିଷଦର 7ଟି ଜିଲ୍ଲା ପରିଷଦ ସଦସ୍ୟ । ବିଜେପି ଦଳର 7 ଜଣ ସଦସ୍ୟ ଓ ସଦସ୍ୟା ଆଜିର ନିର୍ବାଚନରେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇ ନିର୍ବାଚନରୁ ଓହରି ଯାଇଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବଚନରୁ ଓହରିଲେ 7 ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ

author img

By

Published : Mar 13, 2022, 3:58 PM IST

ବରଗଡ: ଜିଲ୍ଲାରେ ଆଜି (ରବିବାର) ଚାଲିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନରୁ ଓହରିଲେ ବିଜେପି ଜିଲ୍ଲା ପରିଷଦର 7 ଟି ଜିଲ୍ଲା ପରିଷଦ ସଦସ୍ୟ । ବିଜେପି ଦଳର 7 ଜଣ ସଦସ୍ୟ ଓ ସଦସ୍ୟା ଆଜିର ନିର୍ବାଚନରେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇ ନିର୍ବାଚନରୁ ଓହରି ଯାଇଛନ୍ତି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବଚନରୁ ଓହରିଲେ 7 ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ

ଏହାବି ପଢନ୍ତୁ : ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ

ବରଗଡ଼ ଜିଲ୍ଲାରେ 34 ଗୋଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଳ 27 ଗୋଟି ଆସନ ଅକ୍ତିଆର କରିଥିବା ବେଳେ ମାତ୍ର 7ଟି ଆସନ ବିଜେପି ଦଳ ଅକ୍ତିଆର କରିବାରେ ସଫଳ ହୋଇଥିଲା । ତେବେ ରବିବାର ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ତାରିଖ ରହିଥିବା ବେଳେ ବିଜେଡ଼ି ଦଳର ବହୁମତ ଅନୁଯାୟୀ ଅଧ୍ୟକ୍ଷା ପଦଟି ଇଲେକ୍ସନ ନକରି ସିଲେକ୍ସନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ବିଜେପି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ବିରୋଧ କରି ନିର୍ବାଚନରୁ ବାହାରି ଯାଇଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.