ETV Bharat / state

ଗାଇସିଲେଟରେ 3000 କଳାକାର ଏକାଠି, ଝାଞ୍ଜ ମୃଦଙ୍ଗ ଧରି ଗାଇଲେ ମା’ କରମଶାନୀଙ୍କ ଗୀତ - karamsani song in bargarh

ଏକା ସଙ୍ଗେ 3000 କଳାକାର ଗାଇଲେ ମା’ କରମଶାନୀଙ୍କ ଗୀତ । ବରଗଡ ଗାଇସିଲେଟ ବ୍ଲକ ଡାଙ୍ଗରଗଡରେ ଏକାଠି ହୋଇ ମା’ଙ୍କ ଗୀତ ଗାଇଲେ କଳାକାର । ଅଧିକ ଖବର ପଢନ୍ତୁ...

karamsani song
ଗାଇସିଲେଟରେ 3000 କଳାକାର ଏକାଠୀ, ଝାଞ୍ଜ ମୃଦଙ୍ଗ ଧରି ଗାଇଲେ ମା’ କରମଶାନୀଙ୍କ ଗୀତ
author img

By

Published : Jan 6, 2020, 9:36 PM IST

ବରଗଡ: ଏକା ସଙ୍ଗେ 3000 କଳାକାର ଗାଇଲେ ମା’ କରମଶାନୀଙ୍କ ଗୀତ । ବରଗଡ ଗାଇସିଲେଟ ବ୍ଲକ ଡାଙ୍ଗରଗଡରେ ଏକାଠି ହୋଇ ମା’ଙ୍କ ଗୀତ ଗାଇଲେ କଳାକାର ।

ଗାଇସିଲେଟରେ 3000 କଳାକାର ଏକାଠୀ, ଝାଞ୍ଜ ମୃଦଙ୍ଗ ଧରି ଗାଇଲେ ମା’ କରମଶାନୀଙ୍କ ଗୀତ

ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର କଳାକାର ସେମାନଙ୍କ ମୃଦଙ୍ଗ, ଗିନି, ଖଞ୍ଜଣି ଆଦି ବାଦ୍ୟ ଯନ୍ତ୍ର ଧରି ଡାଙ୍ଗରଗଡରେ ପହଞ୍ଚିଥିଲେ । ସେଠାରେ ଏକତିତ୍ର ହୋଇ ପ୍ରଥମେ ମା’କରମଶାନୀଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ 3000 କଳାକାର ସେଠାରେ ଥିବା ପାହାଡ ଚାରିପଟେ ଘେରି ମା’ କରମଶାନୀଙ୍କ ଗୀତ ଗାଇଥିଲେ । ଆଉ ମା’ଙ୍କ ଗୀତରେ ଅଞ୍ଚଳ ଗୁଞ୍ଜୁରି ଉଠିଥିଲା ।

ସେପଟେ କଳାକାର ମାନଙ୍କର ଏହି ମହାକୁମ୍ଭମେଳାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲା ଗଇସିଲେଟ ବ୍ଲକ ଡଙ୍ଗର ଗଡ ଠାରେ ଏକା ସଙ୍ଗେ ୩୦୦୦ କଳାକାର ଗଇଲେ ମାଁ କରମଶାନୀଙ୍କ ଗୀତ | ଗଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗରଗଡ ନିକଟରେ ଥିବା ଏକ ଡ଼ୁଙ୍ଗୁରୀ ଠାରେ ଜିଲା ତଥା ଜିଲା ବାହାରୁ ହଜାର ହଜାର କଳାକାର ତାଙ୍କ ର ମୃନ୍ଦୁଙ୍ଗ , ଗିନି, ଖଞ୍ଜନି ଆଦି ବିଭିନ୍ନ ବାଦ୍ୟ ଜନ୍ତ୍ର ନେଇ ପହଞ୍ଚିଥିଲେ ଏବଂ ଏକତ୍ରିତ ହୋଇଥିଲେ |Body:ଡ଼ୁଙ୍ଗୁରୀ ଠାରେ କଳାକାର ମାନେ ପ୍ରଥମେ ମାଁ କରାମଶାନୀ ଙ୍କ ପୂଜାର୍ଚ୍ଚନା କରିଥିଲେ ଏବଂ ଡ଼ୁଙ୍ଗୁରୀ ଚାରିଆତେ କଳାକାର ମାନେ ଘେରି ୩୦୦୦ କଳାକାର ପରିପୂର୍ଣ୍ଣ ହୋଇଯାଇଥିଲେ | କଳାକାର ମାନଙ୍କର ଏହି ମହାକୁମ୍ଭମେଲା କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ବହୁ ଗ୍ରାମବାସୀ ଏଠାକୁ ପହଞ୍ଚିଥିଲେ |ମାଁ କରମସାନୀଙ୍କ ଗୀତାରେ ଅଞ୍ଚଳ ଗୁଞ୍ଜିଉଠିଥିଲା |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.