ETV Bharat / state

ହାତକୁ ଦି ହାତ ହେଲେ 5 ଯୋଡା, ସାହାଯ୍ୟ କଲା ସମ୍ବିଧାନ ସୁରକ୍ଷା ମଞ୍ଚ - baragada marriage

ଯୌତୁକ ପ୍ରଥାକୁ ବିରୋଧ କରି ଅଳ୍ପ ଖର୍ଚ୍ଚରେ ପ୍ରତିବର୍ଷ ଏକ ଆଦର୍ଶ ସାମୂହିକ ବିବାହ କାର୍ଯ୍ୟକ୍ରମ କରିଆସୁଥିବା ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡରେ ପୁଣି 5 ଯୋଡା ଯୁବକ ଯୁବତୀଙ୍କୁ କେବଳ ଦୁଇ ଗୋଟି ଫୁଲମାଳରେ ବିଭାଗ କରାଇ ନିଆରା ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ...

ଦୁଇ ଗୋଟି ଫୁଲମାଳରେ 5 ଯୋଡା ବିବାହ କଲେ ସମ୍ବିଧାନ ସୁରକ୍ଷା ମଞ୍ଚ

author img

By

Published : Apr 23, 2021, 7:03 AM IST

ବରଗଡ: ଯୌତୁକ ପ୍ରଥାକୁ ବିରୋଧ କରି ଅଳ୍ପ ଖର୍ଚ୍ଚରେ ପ୍ରତିବର୍ଷ ଏକ ଆଦର୍ଶ ସାମୂହିକ ବିବାହ କାର୍ଯ୍ୟକ୍ରମ କରିଆସୁଥିବା ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡରେ ପୁଣି 5 ଯୋଡା ଯୁବକ ଯୁବତୀଙ୍କୁ କେବଳ ଦୁଇ ଗୋଟି ଫୁଲମାଳରେ ବିଭାଗ କରାଇ ନିଆରା ପଦକ୍ଷେପ ନେଇଛନ୍ତି ।

ବର୍ତ୍ତମାନ ମହାମାରୀ ସମୟରେ ରାଜ୍ୟ ସରକାର ବିବାହରେ ଅଧିକନ୍ତୁ 50 ଜଣ ସାମିଲ ହେବାର ନିର୍ଦ୍ଦେଶ ଦେଇଥିବା ବେଳେ କିନ୍ତୁ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଥିବା 5 ଯୋଡାର ଆଦର୍ଶ ବିବାହରେ ମଧ୍ୟ 50 ଜଣ ନଥିଲେ । ଅନ୍ୟବର୍ଷ ମାନଙ୍କରେ ଖୁବ ଜାକଜମକରେ କରାଯାଉଥିବା ଏହି ଆଦର୍ଶ ବିବାହ ଗତ ଦୁଇ ବର୍ଷ ହେଲା ମହାମାରୀ ପାଇଁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ରଖାଯାଇ ସମ୍ପନ୍ନ କରାଯାଇଛି । ମହାମାରୀ ପରିସ୍ଥିତିରେ ଏପରି ଆଦର୍ଶ ବିବାହ ଅନେକ ଗରିବଙ୍କ ପାଇଁ ବରଦାନ ସ୍ୱରୂପ ହୋଇଛି ଯାହାକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି ।

ଦୁଇ ଗୋଟି ଫୁଲମାଳରେ 5 ଯୋଡା ବିବାହ କଲେ ସମ୍ବିଧାନ ସୁରକ୍ଷା ମଞ୍ଚ

ଯୌତୁକ ପ୍ରଥାକୁ ବିରୋଧ କରି କେବଳ ଦୁଇଟି ଫୁଲମାଳରେ ବିବାହ ପରି ଆଦର୍ଶ ବିବାହ ୧୪ ବର୍ଷ ଧରି ବରଗଡରେ ଅନୁଷ୍ଠିତ ହୋଇ ଆସୁଛି । ତେବେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ୫ ଯୋଡା ବର-କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏହା ଏକ ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ମୁକ୍ତି ଆନ୍ଦୋଳନ ବୋଲି କହିଛନ୍ତି ଆଦର୍ଶ ଗଣ ବିବାହର ସଂସ୍ଥାପକ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.