ETV Bharat / state

ବାଇକ ଉପରେ ପଡିଲା ଗଛ ଡାଳ, 2 ଯୁବକ ମୃତ

author img

By

Published : May 12, 2021, 9:23 PM IST

ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା କେନାଲ ଛକରେ ଘଟି ଯାଇଛି ଏକ ଅଭାବନୀୟ ଦୁର୍ଘଟଣା । ବାଇକ ଉପରେ ପଡିଲା ଗଛ ଡାଳ । ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ ...

ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ
ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ

ବରଗଡ଼: ବରପାଲି ବ୍ଲକ ମହଦା କେନାଲ ଛକରେ ଘଟି ଯାଇଛି ଏକ ଅଭାବନୀୟ ଦୁର୍ଘଟଣା । ଗଛକୁ ଡମ୍ଫର ଧକ୍କା ଦେବାରୁ ଗଛ ଡାଳ ଭାଙ୍ଗି ରାସ୍ତାରେ ଯାଉଥିବା ବାଇକ ଆରୋହୀଙ୍କ ଉପରେ ପଡିବାରୁ ଦୁଇ ବାଇକ ଆରୋହୀ ମୃତ ।

ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ
ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ
ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ
ବାଇକ ଉପରେ ପଡିଲା ଗଛ ଡାଳ, ଦୁଇ ଯୁବକ ମୃତ

ସୂଚନା ଅନୁସାରେ ଏକ ଡମ୍ଫର ଗାଡି କୌଣସି ଏକ କାର୍ଯ୍ୟରେ ବରପାଲି କେନାଲ ଛକ୍ ଦେଇ ଭଟିଗାଁ-ମହଦା କେନାଲ ଛକ ଆଡ଼କୁ ଯାଉଥିଲା । ଡମ୍ଫର ଗାଡି ପଛରେ ଦୁଇ ଯୁବକ ଏକ ବାଇକରେ ଯାଉଥିଲେ । ତେବେ ହଠାତ୍ ଡମ୍ଫର ଗାଡିଟି ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା, ଫଳରେ ଗଛର ଡାଳ ଭାଙ୍ଗିଯାଇ ବାଇକ ଉପରେ ଯାଉଥିବା ଯୁବକ ଦ୍ୱୟଙ୍କ ଉପରେ ପଡିଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଓ ଆମ୍ବୁଲାନ୍ସ ଆସି ଉଭୟଙ୍କୁ ବରପାଲି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଯୁବକଦ୍ୱୟ ଚାରା ଆଣିବା ପାଇଁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଯୁବକମାନେ ହେଲେ ବରପାଲି ବ୍ଲକ ଓ ଅନ୍ୟଜଣେ ସୋନପୁର ଜିଲାର ରାମପୁର ଥାନା ଅନ୍ତର୍ଗତ ସାହାଯବାହାଲର ବୋଲି ପ୍ରାଥମିକ ସୂଚନା ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.