ETV Bharat / state

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଭୟରେ ଲୋକେ - ବରଗଡ଼ ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ ଅଧିନସ୍ଥ ମିଠାପାଲି

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ ଅଧିନସ୍ଥ ମିଠାପାଲି ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ଦୁଇଟି ହାତୀ । ଯାହାକୁନେଇ ସ୍ଥାନୀୟ ଭୟଭୀତ ଲୋକେ । ଅଧିକ ପଢନ୍ତୁ...

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଭୟରେ ଘରୁ ବହାରୁନାହାଁନ୍ତି ଲୋକେ

author img

By

Published : Aug 28, 2021, 8:51 AM IST

ବରଗଡ଼: ପାଇକମାଲ ଅଞ୍ଚଳରେ ପୁଣି ହାତୀ ଆତଙ୍କ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ ଅଧିନସ୍ଥ ମିଠାପାଲି ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ଦୁଇଟି ହାତୀ । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ହାତୀ ଦୁଇଟି ବହୁ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଭୟରେ ଘରୁ ବହାରୁନାହାଁନ୍ତି ଲୋକେ

କିଛି ଦିନ ହେବ ଏହି ଦୁଇ ହାତୀ ପାଇକମାଲ ଅଞ୍ଚଳରେ ଉପଦ୍ରବ ମଚାଇଛନ୍ତି । ଦୁଇ ଦିନ ପୂର୍ବରୁ ଭରୁଆମୁଣ୍ଡା ଗ୍ରାମର ଜଣକ ଘର ଭାଙ୍ଗି ଦେଇଥିଲେ ଏହି ଦୁହି ହାତୀ । ଯଦ୍ବାରା ପାଇକମାଲ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେଣୁ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ଏନେଇ ନୃସିଂହନାଥ ରେଞ୍ଜ ଅଧିକାରୀ ଲୋକଙ୍କୁ ସଚେତନ କରାଇବା ସହିତ ହାତୀ ଦୁଇଟିକୁ ଘଉଡାଇବାର ପ୍ରୟାସ କରନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି ।

ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.