ETV Bharat / state

ବରଗଡରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ, 5 ଗିରଫ - illegal cough syrup

ବେଆଇନ ଭାବେ ନିଶା କାରବାର ଚାଲିଥିବାବେଳେ, କୌଣସି ବିଶେଷ ସୂତ୍ରରୁ ଖବରପାଇ ୧୧୭୦ ବୋତଲ କଫ ସିରପ ସହ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବରଗଡରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ, 5 ଗିରଫ

author img

By

Published : Oct 4, 2020, 7:49 AM IST

ବରଗଡ: ସହରର ସ୍ଥାନୀୟ ଗୋରୁ ମାର୍କେଟ ଅଞ୍ଚଳରୁ ପୁଣି ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କରିଛି ପୋଲିସ । ଘଟଣାରେ ଟାଉନ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ଟି ଚାରିଚକିଆ ଗାଡି ଜବତ କରିବାରେ ସଫଳ ହୋଇଛି | ଏହି କାରବାରରେ ସମ୍ପୃକ୍ତ ଥିବା ବଲାଙ୍ଗୀର ଜିଲ୍ଲାର 2 ଜଣଙ୍କୁ ଏବଂ ବରଗଡ ଟାଉନର 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ |

ବରଗଡରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ, 5 ଗିରଫ

ନିଶା କାରବାରରେ ଧରାପଡିଥିବା ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୧୭୦ ବୋତଲ କଫ ସିରପ, ୨ଟି ଜାରକିନରେ ରହିଥିବା ମିଶ୍ରିତ କଫ ସିରପ, ୫ ଷ୍ଟ୍ରିପ ନିଶା ବଟିକା ଜବତ କରିଛି | ଗିରଫ ଅଭିଯୁକ୍ତ ମାନେ ବଲାଙ୍ଗୀର କଂସାରିପଡ଼ାର ସନ୍ତୋଷ କୁମାର ମେହେର, ଭାଲେର ଗ୍ରାମର ଶ୍ରୀକାନ୍ତ ନାୟକ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ OR ୧୧ର ଏମଡି ନିଶାଦ, ନୌସଦ ଖାଁ ଓ ସରୋଜ ଭୁଏ ବୋଲି ଜଣାପଡିଛି ।

ତେବେ ଟାଉନ ଥାନାରେ ଏନେଇ କେସ 412 / 20ରେ ଏକ ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରି ସୂଚନା ଦେଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.