ETV Bharat / state

‘ବନ୍ଦେ ଉତ୍କଳ ଜନନୀ’ର ରାଜ୍ୟ ସଂଗୀତ ମାନ୍ୟତାକୁ ବିରୋଧ କଲା କୋଶଳ ସେନା - Kosala Sena opposed "Bande Utkal Janani" as state anthem

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ଗୀତ ମାନ୍ୟତା ଦିଆଯିବାକୁ ବିରୋଧ କରି ସୋମବାର ବରଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଷ ପୁତ୍ତଳିକା ଦାହ କରାଯାଇଛି ।

http://10.10.50.80:6060///finalout3/odisha-nle/finalout/09-June-2020/7535398_kkk.mp4
‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତାକୁ ବିରୋଧ କଲା କୋଶଳ ସେନା
author img

By

Published : Jun 9, 2020, 5:35 AM IST

ବରଗଡ: ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ଗୀତ ମାନ୍ୟତା ଦିଆଯିବାକୁ ବିରୋଧ କରି ସୋମବାର ବରଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଷ ପୁତ୍ତଳିକା ଦାହ କରାଯାଇଛି । କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଗୋଡଭଗା ରାଜରାସ୍ତା ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଷ ପୁତ୍ତଳିକା ଦାହ କରାଯାଇଥିଲା ଏବଂ ନବୀନ ବିରୋଧୀ ନାର ବାଜି ସହିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ଗୀତ ମାନ୍ୟତାକୁ ବିରୋଧ କରାଯାଇଥିଲା ।

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତାକୁ ବିରୋଧ କଲା କୋଶଳ ସେନା

୧୯୩୬ ମସିହାରେ କଳିଙ୍ଗ କୋଶଳ ଏବଂ ଉତ୍କଳ ୩ଟି ଭୂଖଣ୍ଡକୁ ନେଇ ଓଡ଼ିଶା ଗଠନ ହେଇଥିଲା । କିନ୍ତୁ କେବଳ ଗୋଟେ ଉତ୍କଳ ଅଞ୍ଚଳର ଜୟ ଗାନ କରାଯାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ଗୀତ ମାନ୍ୟତା ଦିଆଯାବାକୁ ବିରୋଧ କରିଛନ୍ତି କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ଗୀତର ମାନ୍ୟତା ଦିଆଯିବା ଅସାମ୍ଭିଧାନିକ୍ ଅଟେ ଓ ରାଜ୍ୟବାସୀଙ୍କୁ ଏହା ବାଧ୍ୟ କରି ପାରିବେ ନାହିଁ ସରକାର ବୋଲି କହିଛନ୍ତି ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ । କୋଶଳ ସଂଗ୍ରାମୀ ଅଜିତ୍ କୁମାର ପତି, ସୁଶାନ୍ତ ମିଶ୍ର, ଅଭିନାଶ ବିଶି, ବିରେନ୍ଦ୍ର ପାଣିଗ୍ରାହୀ, ଅର୍ପଣ ନାୟକ, ଶ୍ରୀକାନ୍ତ ପଣ୍ଡା, ସୁଧୀର ପଣ୍ଡା, ଅନନ୍ତ ମହକୁର ଏବଂ ଅନେକ ସଂଗ୍ରାମୀ ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.