ETV Bharat / state

ଧନୁଯାତ୍ରାକୁ ଆଉ ଚଉଦ ଦିନ, ଗୋପପୁରରେ ଶିଶୁ କଳାକାରଙ୍କ ପ୍ରଶିକ୍ଷଣ ଆରମ୍ଭ - ଗୋପପୁରରେ ଆରମ୍ଭ ଅଭ୍ୟାସ

ଧନୁଯାତ୍ରାକୁ ବାକି ରହିଛି ଆଉ ମାତ୍ର 14 ଦିନ । ଗୋପପୁରରେ ଆରମ୍ଭ ହୋଇଯାଇଛି ଅଭ୍ୟାସ । କୃଷ୍ଣ, ବଳରାମ, ରାଧା ଓ ଗୋପୀ ଗୋପାଙ୍କ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମାନଙ୍କ ପ୍ରଶିକ୍ଷଣ ଆଜି ଠାରୁ ଆରମ୍ଭ ହୋଇଯାଇଛି ।

baragarh
baragarh
author img

By

Published : Dec 17, 2019, 10:20 AM IST

ବରଗଡ଼: ଆସନ୍ତା ଡିସେମ୍ବର 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୋପପୁରରେ ଆରମ୍ଭ ହୋଇଯାଇଛି ବାଲ୍ୟ କଳାକାରମାନଙ୍କ ଅଭ୍ୟାସ। ଗୋପପୁରରେ କୃଷ୍ଣ, ବଳରାମ, ରାଧା ଓ ଗୋପୀ ଗୋପାଙ୍ଗ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଆରମ୍ଭ କରିଦେଇଛନ୍ତି ଗୁରୁ ପଞ୍ଚାନନ ବିର୍ତ୍ତିଆ।

ଗୋପପୁରରେ ଶିଶୁ କଳାକାରଙ୍କ ପ୍ରଶିକ୍ଷଣ ଆରମ୍ଭ

ଦୀର୍ଘ ୧୧ ଦିନ ଧରି ଲାଗିରହିଥିବା ଏହି ଧନୁଯାତ୍ରା ଚଳିତ ଥର ୭୧ ବର୍ଷକୁ ପଦାର୍ପଣ କରିଛି । ତେବେ ଧନୁଯାତ୍ରା କମିଟି ପକ୍ଷରୁ ଏହି ଧନୁଯାତ୍ରାକୁ ଆହୁରି ଅଧିକ ଉନ୍ନତ ଓ ଆକର୍ଷଣ କରିବା ପାଇଁ ଗତ ବର୍ଷ ଯେଉଁ କଳାକାର ମାନେ ଅଭିନୟ କରିଥିଲେ ସେହି କଳାକାର ମାନଙ୍କୁ ଚଳିତ ବର୍ଷ ମଧ୍ୟ ଅଭିନୟ କରିବା ପାଇଁ ସୁଯୋଗ ଦେବା ସହିତ କଳାକାରଙ୍କୁ ଭଲ ପ୍ରଶିକ୍ଷଣପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି ।

ଶିଶୁ କଳାକାର ମାନେ ସ୍କୁଲରୁ ପାଠପଢି ଫେରିବା ପରେ ପ୍ରତିଦିନ ସନ୍ଧ୍ୟାରେ ଅଭ୍ୟାସ ଜାରି ରଖିବା ସହିତ ଧନୁଯାତ୍ରାରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି ଗୋପପୁରର ମୁଖ୍ୟ ଆକର୍ଷଣ ପାଲଟୁଥିବା କୃଷ୍ଣ, ବଳରାମ ଓ ରାଧା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro: ଆସନ୍ତା ଡିସେମ୍ବର 31 ତାରିଖରେ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଏବଂ ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୋପପୁରରେ ଆରମ୍ଭ ହୋଇଯାଇଛି ବାଲ କଳାକାର ମାନଙ୍କର ଅଭ୍ୟାଶ | ଗୋପପୁରରେ କୃଷ୍ଣ , ବଳରାମ , ରାଧା ଓ ଗୋପୀ ଗୋପାଙ୍ଗ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦେବାର ଆରମ୍ଭ କରିଦେଇଛନ୍ତି ଗୁରୁ ପଞ୍ଚାନନ ବିର୍ତ୍ତିଆ |
Body:ଦୀର୍ଘ ୧୧ ଦିନ ଧରି ଲାଗିରହିଥିବା ଏହି ଧନୁଯାତ୍ରା ଚଳିତ ଥର ୭୧ ବର୍ଷକୁ ପଦାର୍ପଣ କରିଛି ତେବେ ଧନୁଯାତ୍ରା କମିଟି ପକ୍ଷରୁ ଏହି ଧନୁଯାତ୍ରାକୁ ଆହୁରି ଅଧିକ ଉନ୍ନତ ଓ ଆକର୍ଷଣ କରିବା ପାଇଁ ଗତ ବର୍ଷ ଯେଉଁ କଳାକାର ମାନେ ଅଭିନୟ କରିଥିଲେ ସେହି କଳାକାର ମାନଙ୍କୁ ଚଳିତ ବର୍ଷ ମଧ୍ୟ ଅଭିନୟ କରିବା ପାଇଁ ସୁଯୋଗ ଦେବାସହିତ କଳାକାରଙ୍କୁ ଭଲ ପ୍ରଶିକ୍ଷଣପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି | ଶିଶୁ କଳାକାର ମାନେ ସ୍କୁଲରୁ ପାଠପଢି ଫେରିବା ପରେ ପ୍ରତିଦିନ ସନ୍ଧ୍ୟା ରେ ଅଭ୍ୟାଶ ଜାରି ରଖିବା ସହିତ ଧନୁଯାତ୍ରାରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି ଗୋପପୁର ର ମୁଖ୍ୟ ଆକର୍ଷଣ ପାଲଟୁଥିବା କୃଷ୍ଣ,ବଳରାମ ଓ ରାଧା |
ବାଇଟ ୧- ପଞ୍ଚାନନ ବିର୍ତ୍ତିଆ ( ଗୁରୁ )
ବାଇଟ ୨- ଆଶୁତୋଷ କୁମାର ବିର୍ତ୍ତିଆ ( ବଳରାମ )
ବାଇଟ ୩- ଆୟୁଷ ବିର୍ତ୍ତିଆ ( କୃଷ୍ଣ )
ବାଇଟ ୪- ଶ୍ରୀଯାଂଶୀ ମହାପାତ୍ର ( ରାଧା )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.