ETV Bharat / state

ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ - collector office

ଲକ୍‌ଡାଉନ୍‌ ସମୟରେ ନାହିଁ କୌଣସି କାମ । ଏପଟେ ମିଳୁନି ସରକାରୀ ସହାୟତା । ଫଳରେ ସହାୟତା ଟିକେ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍‌ ଧାଉଁଛନ୍ତି ବହୁ ପରିବାର । ଅଧିକ ପଢନ୍ତୁ...

collector office
ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ
author img

By

Published : May 12, 2020, 5:25 PM IST

ବରଗଡ: ଲକ୍‌ଡାଉନ୍‌ ସମୟରେ ନାହିଁ କୌଣସି କାମ । ଏପଟେ ମିଳୁନି ସରକାରୀ ସହାୟତା । ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ପୂର୍ବରୁ ରାସନ କାର୍ଡରୁ ନାଁ କଟିଯାଇଥିବାବେଳେ ଏବେ ଏଭଳି ସମୟରେ କୌଣସି ସହାୟତା ମିଳୁନାହିଁ । ଫଳରେ ସହାୟତା ଟିକେ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍‌ ଧାଉଁଛନ୍ତି ବହୁ ପରିବାର ।

ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ

ବରଗଡ ଜିଲ୍ଲାରେ ଏଅସମୟରେ କାମ ମିଳୁନଥିବାରୁ ପ୍ରତିଦିନ ସରକାରୀ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଅନେକ ଗରିବ ପରିବାର । ପୂର୍ବରୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବାରୁ ଏବେ ସାହାଯ୍ୟ ମିଳୁନାହିଁ । ଯେଉଁଥିଲାଗି ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ପାଇଁ ଆସୁଛନ୍ତି ଏମାନେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.