ETV Bharat / state

ବରଗଡରେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା - selling paddy

ଅତାବିରା ମଣ୍ଡିରେ ପ୍ରାୟ ୮୦୦ରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରି ନ ପାରି ନିରାଶ ହୋଇ ଫେରୁଛନ୍ତି ଘରକୁ ।

Farmers are facing problem for selling paddy
ବରଗଡରେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା
author img

By

Published : Dec 5, 2019, 7:01 AM IST

ବରଗଡ: ବେଦମ୍‌ କଲାଣି ଅନଲାଇନ ବ୍ୟବସ୍ଥା । ଧାନ ବିକ୍ରି କରିବାରୁ ବଞ୍ଚିତ ପ୍ରକୃତ ଚାଷୀ । ମଣ୍ଡିରେ ଧାନ ପହଞ୍ଚିଲା ବେଳକୁ ଅଧିକାରୀ କହୁଛନ୍ତି କମ୍ୟୁଟରରେ ତୁମର ନାଁ ନାହିଁ । ଏମିତି ପରିସ୍ଥିତିରେ ହତାଶ ବରଗଡ ଜିଲ୍ଲା ଚାଷୀ । ଅତାବିରା ମଣ୍ଡିରେ ପ୍ରାୟ ୮୦୦ରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରି ନପାରି ନିରାଶ ହୋଇ ଫେରୁଛନ୍ତି ଘରକୁ ।

ବରଗଡରେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ଅତାବିରା ମଣ୍ଡିରେ ୮୦୦ରୁ ଅଧିକ ପ୍ରକୃତ ଚାଷୀଙ୍କ ପଞ୍ଜିକରଣ କରାଯାଇନଥିବା ବେଳେ ଚାଷୀମାନେ ନିଜର ଧାନ ବିକ୍ରି କରିପାରି ନାହାନ୍ତି । ଚାଷୀମାନେ ନିଜ ନିଜର କାଗଜପତ୍ର ଅଫିସମାନଙ୍କରେ ଜମା କରିଥିଲେ ସୁଦ୍ଧା ଅଧିକାରୀଙ୍କ ଖାମାଖିଆଳି କାର୍ଯ୍ୟକଳାପ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଶତାଧିକ ଚାଷୀଙ୍କ ହଜାର ହଜାର ଧାନ ଆସି ମଣ୍ଡିରେ ପଡିଥିବା ବେଳେ ସେମାନଙ୍କ ଟୋକନ ଆସିନାହିଁ । ତେବେ ସରକାରଙ୍କ ଏହି ନୂତନ ନିୟମକୁ ପ୍ରବଳ ବିରୋଧ କରୁଛନ୍ତି ଚାଷୀ । ପ୍ରକୃତ ଚାଷୀଙ୍କ ନାମ ଶୀଘ୍ର ନଆସିଲେ ଅତାବିରା ମଣ୍ଡିରେ ଧାନ ବିକ୍ରି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଚଳ କରି ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଚାଷୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଚଳିତ ଖରିବ ଫସଲରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ନିୟମରେ ହତାଶ ହୋଇଗଲେଣି ବରଗଡ ଜିଲ୍ଲାର ଚାଷୀ । ଗୋଟେ ପଟେ ଚାଷୀ ମଣ୍ଡିରେ ଧାନ ପକାଇସାରିଲାଣି ହେଲେ କମ୍ପୁଟରରେ ଚାଷୀଙ୍କ ନାମ ବାହରୁନାହିଁ । ପ୍ରକୃତ ଚାଷୀଙ୍କ ନାମ ନଥିବାରୁ ସେମାନେ ନିଜ ଧାନ ବିକ୍ରି କରିପାରୁନାହାନ୍ତି । ଅତାବିରା ମଣ୍ଡିରେ ୮୦୦ ରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିନପାରି ନିରାଶ ହୋଇ ଫେରୁଛନ୍ତି ଘରକୁ ।

Body:ଅତାବିରା ମଣ୍ଡିରେ ୮୦୦ ରୁ ଅଧିକ ପ୍ରକୃତ ଚାଷୀଙ୍କ ପଞ୍ଜିକରଣ କରାଯାଇନଥିବା ବେଳେ ଚାଷୀମାନେ ନିଜର ଧାନ ବିକ୍ରି କରିପାରିନାହାନ୍ତି । ଚାଷୀ ମାନେ ନିଜନିଜର କାଗଜପତ୍ର ଅଫିସ ମାନଙ୍କରେ ଜମାକରିଥିଲେ ସୁଦ୍ଧା ଅଧିକାରୀଙ୍କ ଖାମାଖିଆଳି କାର୍ଯ୍ୟକଳାପ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଶତାଧିକ ଚାଷୀଙ୍କ ହଜାର ହଜାର ଧାନ ଆସି ମଣ୍ଡିରେ ପଡିଥିବା ବେଳେ ସେମାନଙ୍କ ଟୋକନ ଆସିନାହିଁ । ଅନ୍ୟପଟେ ୮୦୦ ଚାଷୀଙ୍କର ନାମ ନାହିଁ ଏପରି ଅବ୍ୟବସ୍ଥା ପୂର୍ବରୁ କେବେ ମଧ୍ୟ ହୋଇନଥିବା ଏଠାକାର ଚାଷୀ ମାନେ ଅଭିଯୋଗ କରୁଥିବା ବେଳେ ସରକାରଙ୍କ ଏହି ନୂତନ ନିୟମକୁ ପ୍ରବଳ ବିରୋଧ କରୁଛନ୍ତି ଚାଷୀ ।
ତେବେ ପ୍ରକୃତ ଚାଷୀଙ୍କ ନାମ ଶୀଘ୍ର ନଆସିଲେ ଅତାବିରା ମଣ୍ଡିରେ ଧାନ ବିକ୍ରି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଚଳ କରିଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଚାଷୀ ।

ବାଇଟ ୧- ହିମାଂଶୁ ପ୍ରଧାନ ( ଚାଷୀ )
ବାଇଟ ୨- ଅନନ୍ତ ପ୍ରଧାନ ( ଚାଷୀ )
ବାଇଟ୩- ବିଦ୍ୟୁତ କୁମାର ନାଏକ ( DEO)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.