ETV Bharat / state

ବିଦ୍ୟୁତ୍‌ ବିଭାଗର ଘରୋଇକରଣକୁ ନେଇ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Dec 18, 2020, 7:11 AM IST

ବିଦ୍ୟୁତ୍‌ ବିଭାଗର ଘରୋଇକରଣକୁ ନେଇ କର୍ମଚାରୀଙ୍କ ଆନ୍ଦୋଳନ । କର୍ମଚାରୀ ଓ ଇଞ୍ଜିନୟରଙ୍କ ମିଳିତ ମଞ୍ଚ ପକ୍ଷରୁ ଧରଣା । ଅଧିକ ପଢନ୍ତୁ...

electric staff strike in bargarh
ବିଦ୍ୟୁତ ବିଭାଗର ଘରୋଇକରଣକୁ ନେଇ କର୍ମଚାରୀଙ୍କ ଆନ୍ଦୋଳନ

ବରଗଡ: ଓ୍ବେସ୍କୋକୁ ସରକାର ଟାଟା ପାୱାର କମ୍ପାନୀକୁ ହସ୍ତାନ୍ତର କଲାପରେ କର୍ମଚାରୀ ମାନଙ୍କର ଧାରଣା । ବରଗଡ ଠାରେ ଆରମ୍ଭ କରାଯାଇଛି ବିକ୍ଷୋଭ | ଆନ୍ଦୋଳନକାରୀ ମାନଙ୍କର ଦାବି କର୍ମଚାରୀଙ୍କୁ ଛଟେଇ ନ କରି ରାଜ୍ୟ ସରକାର କରିଥିବା ଚୁକ୍ତିକୁ ଟାଟା ପାଓ୍ବାର ପାଳନ କରନ୍ତୁ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ କର୍ମଚାରୀଙ୍କ ଚାଲିଥିବା ଏହି ଆନ୍ଦୋଳନ ସମୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ପାଇଁ ବିଦ୍ୟୁତ ସେବାରେ କୌଣସି ଅସୁବିଧା କରାଯିବ ନାହିଁ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣାଇଥିବା ବେଳେ ଆନ୍ଦୋଳନକାରୀଙ୍କ ଦାବି ଗୁଡିକୁ ପୂରଣ କରିବାକୁ ଅନୁରୋଧ କରାଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.