ETV Bharat / state

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ - famous Dhanujatra

ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଉଦଘାଟନ କଲେ ବରଗଡ଼ ସାଂସଦ ସୁରେଶ ପୁଜାରୀ । ଆଗକୁ ପଢନ୍ତୁ...

dhanu yatra starts from today in bargarh
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ
author img

By

Published : Dec 31, 2019, 10:50 PM IST

ବରଗଡ: ଉଦଘାଟିତ ହେଲା ବରଗଡ଼ରେ ୭୧ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସାଂସଦ ସୁରେଶ ପୁଜାରୀ ବିଶ୍ବଦରବାର ଉଦଘାଟନ କରିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ବରଗଡ଼ ଏସପି ପଦ୍ମିନୀ ସାହୁ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଏହି ବିଶ୍ବ ଦରବାରକୁ ଉଦଘାଟନ କରାଯାଇଥିଲେ ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ

ସାଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରିବା ପରେ ତଲିପଡା ସ୍ଥିତ ମାଆ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହୋଇଥିଲା ଉଦଘାଟନ । ସମସ୍ତ ଅତିଥି ମାନେ ନିଜନିଜର ବକ୍ତବ୍ୟ ରଖିବା ପରେ ଆରମ୍ଭ ହୋଇଥିଲା ଦରବାର କାର୍ଯ୍ୟକ୍ରମ । ଉଗ୍ରସେନ ମହାରାଜା ରାଜ ସିଂହାସନ ଗ୍ରହଣ କରି ବିଶାଳ ମୁକ୍ତାକାଶ ଧନୁଯାତ୍ରାର ପ୍ରଥମ ଝଲକ ଆରମ୍ଭ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Intro:ଉଦଘାଟିତ ହେଲା ବରଗଡ଼ରେ ୭୧ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସାଂସଦ ସୁରେଶ ପୁଝାରୀ ଫିତାକାଟି ଉଦଘାଟନ କଲେ ବିଶ୍ୱଦରବାର । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ , ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ବରଗଡ଼ ଏସପି ପଦ୍ମିନୀ ସାହୁ ପ୍ରଥମେ ଦୀପ ପ୍ରଜ୍ବଳନ କରିଥିଲେ ଏବଂ ଏହି ବିଶ୍ୱ ଦରବାରକୁ ଉଦଘାଟନ କରାଯାଇଥିଲେ ।

Body:ସାଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରିବା ପରେ ତଲିପଡା ସ୍ଥିତ ମାଁ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ସେଠାରେ ପୁଜାର୍ଚନା କରାଯାଇଥିଲା ଏବଂ ବରଗଡ଼ ହାଟପଡା ସ୍ଥିତ ମୁଖ୍ୟ ଦରବାରରେ ପହଞ୍ଚି ଦୀପପ୍ରଜ୍ବଳନ କରାଯାଇଥିଲା ଏବଂ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସାଂସଦ ସୁରେଶ ପୁଝାରୀ ଉଦଘାଟନ କରିଥିଲେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ସମସ୍ତ ଅତିଥି ମାନେ ନିଜନିଜର ବକ୍ତ୍ୟବ୍ୟ ରଖିବା ପରେ ଆରମ୍ଭ ହୋଇଥିଲା ଦରବାର କାର୍ଯ୍ୟକ୍ରମ ।
ଉଗ୍ରସେନ ମହାରାଜା ରାଜ ସିଂହାସନ ଗ୍ରହଣ କରି ବିଶାଳ ମୁକ୍ତାକାଶ ଧନୁଯାତ୍ରାର ପ୍ରଥମ ଝଲକ ଆରମ୍ଭ କରାଯାଇଥିଲା ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.