ETV Bharat / state

vigilance raid: 7 ହଜାର ଟଙ୍କା ଲାଞ୍ଚ ନେଉଥିଲେ କନେଷ୍ଟବଳ, ଧରିଲା ଭିଜିଲାନ୍ସ - ଭିଜିଲାନ୍ସ ଜାଲରେ ବରଗଡ କନେଷ୍ଟବଳ

ଭିଜିଲାନ୍ସ ଜାଲରେ କନେଷ୍ଟବଳ(vigilance raid on constable) ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଆଉଟ ପୋଷ୍ଟରେ କାର୍ଯ୍ୟରତ କନେଷ୍ଟବଳ । 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ(vigilance raid ) ପଡିଲେ ଧରା । ଅଧିକ ପଢନ୍ତୁ

vigilance raid: ଭିଜିଲାନ୍ସ ଜାଲରେ କନେଷ୍ଟବଳ, 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଡିଲା ରେଡ

author img

By

Published : Dec 1, 2021, 8:11 AM IST

ବରଗଡ଼: ଭିଜିଲାନ୍ସ ଜାଲରେ କନେଷ୍ଟବଳ(vigilance raid on constable) । 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ(vigilance raid ) ଧରାପଡିଛନ୍ତି । ତେବେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଆଉଟ ପୋଷ୍ଟରେ କାର୍ଯ୍ୟରତ ରଞ୍ଜନ ପ୍ରଧାନ ନାମକ ଜଣେ କନେଷ୍ଟବଳଙ୍କ ନାମରେ ବରଗଡ଼ ଭିଜିଲାନ୍ସ ବିଭାଗରେ ଲାଞ୍ଚ ମାଗୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କୁ ଧରିବା ପାଇଁ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତ ଅନୁଯାୟୀ ବିଛାଯାଇଥିଲା ଜାଲ ।

vigilance raid: ଭିଜିଲାନ୍ସ ଜାଲରେ କନେଷ୍ଟବଳ, 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଡିଲା ରେଡ

ଭେଡେନ ଥାନା ପଣ୍ଡକିପାଲି ଗ୍ରାମର ଚୈତନ୍ୟ କୁଦେଇଙ୍କ ଠାରୁ ଏକ ଜମି ବିବାଦର ସମାଧାନ ପାଇଁ 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପିରହିଥିବା ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ପରେ ଅଭିଯୁକ୍ତ ପୋଲିସ କନଷ୍ଟେବଳ ରଞ୍ଜନ ପ୍ରଧାନଙ୍କୁ ସମ୍ବଲପୁର ଭିଜିଲାନ୍ସ ଜେଲକୁ ପଠାଯାଇଥିବା ବରଗଡ଼ ଭିଜିଲାନ୍ସ DSP ଦାଶରଥୀ ସେଠି ସୂଚନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.