ETV Bharat / state

ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ଲୋକେ ଅସନ୍ତୋଷ - ବରଗଡ ଜିଲ୍ଲାପାଳ

ବରଗଡ ଜିଲ୍ଲାରେ ପ୍ରତି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତି ଜିଲ୍ଲାପାଳ ଏବଂ ସମସ୍ତ ବିଭାଗର କର୍ମଚାରୀ ମଧ୍ୟ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ କରିଥାନ୍ତି । କିନ୍ତୁ ଲଗାତାର ତିନି ସପ୍ତାହ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି କରି ପାରିନାହାଁନ୍ତି ।

collecter
collecter
author img

By

Published : Dec 3, 2019, 7:30 AM IST

ବରଗଡ: ଲଗାତାର ତିନି ସପ୍ତାହ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ନହେବା ନେଇ ଅସନ୍ତୋଷ ପ୍ରକାଶ କଲେ ଅଭିଯୋଗକାରୀ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବହୁ ଅଭିଯୋଗକାରୀ ।

ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ଲୋକେ ଅସନ୍ତୋଷ

ବରଗଡ ଜିଲ୍ଲାରେ ପ୍ରତି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତି ଜିଲ୍ଲାପାଳ ଏବଂ ସମସ୍ତ ବିଭାଗର କର୍ମଚାରୀ ମଧ୍ୟ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ କରିଥାନ୍ତି । କିନ୍ତୁ ବରଗଡରେ ନୂତନ ଜିଲ୍ଲାପାଳ ଯୋଗଦାନ ଦେବାପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣି କରୁଛନ୍ତି । ତେବେ ଲଗାତାର 3ଟି ସୋମବାର ହେଲା ଜିଲ୍ଲାପାଳ ଅନ୍ୟ ବ୍ଲକ ମାନଙ୍କରେ ଏହି ଅଭିଯୋଗ ଶୁଣାଣି ଜାରି ରଖିଛନ୍ତି ।

କେଉଁ ଦିନ କେଉଁ ବ୍ଲକରେ ଅଭିଯୋଗ ଶୁଣାଣି ହେବ ସେନେଇ ଜନସାଧାରଣଙ୍କୁ ଅବଗତ କରାଯାଉନଥିବା ଯୋଗୁଁ ଲୋକେ ଜାଣିନପାରି ବହୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ତେବେ ସୋମବାର ଦିନ ବହୁ ମହିଳା ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ଏଡିଏମ ମିରଧା ଟପ୍ପୋ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ପରେ ସେ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଲଗାତାର ତିନି ସପ୍ତାହ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ ନହେବା ନେଇ ଅସନ୍ତୋଷ ପ୍ରକାଶ କଲେ ଅଭିଯୋଗକାରୀ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବହୁ ଅଭିଯୋଗକାରୀ ।

Body:ବରଗଡ଼ ଜିଲାରେ ପ୍ରତି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତି ଜିଲ୍ଲାପାଳ ଏବଂ ସମସ୍ତ ବିଭାଗର କର୍ମଚାରୀ ମଧ୍ୟ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ର ସମାଧାନ କରିଥାନ୍ତି କିନ୍ତୁ ବରଗଡ଼ ରେ ନୂତନ ଜିଲ୍ଲାପାଳ ଯୋଗଦାନ ଦେବାପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ ଅଭିଯୋଗ ଶୁଣାଣି କରୁଛନ୍ତି । ତେବେ ଲଗାତାର ତିନୋଟି ସୋମବାର ହେଲା ଜିଲ୍ଲାପାଳ ଅନ୍ୟ ବ୍ଲକ ମାନଙ୍କରେ ଏହି ଅଭିଯୋଗ ଶୁଣାଣି ଜାରି ରଖିଥିବା ବେଳେ ବହୁ ଦୂରଦୂରାନ୍ତରୁ ଅଭିଯୋଗ ନେଇ ବରଗଡକୁ ଆସୁଥିବା ଲୋକେ ସମାବାର ଫେରିଯାଉଛନ୍ତି ଯାହାକୁ ନେଇ ଆଜି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା ।
କେଉଁ ଦିନ କେଉଁ ବ୍ଲକରେ ଅଭିଯୋଗ ଶୁଣାନୀ ହେବ ସେନେଇ ଜନସାଧାରଣଙ୍କୁ ଅବଗତ କରାଯାଉନଥିବା ଯୋଗୁଁ ଲୋକେ ଜାଣିନପାରି ବହୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଯେଉଁ ବ୍ଲକକୁ ଅଭିଯୋଗ ଶୁଣାଣି ପାଇଁ ଯାଉଛନ୍ତି ସେହି ବ୍ଲକରୁ ଲୋକେ ହେଡ଼କ୍ୱାର୍ଟର କୁଆସି ପୁଣିଫେରୁଛନ୍ତି । ତେବେ ଆଜି ବହୁ ମହିଳା ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ଏଡିଏମ ମିରଧା ଟପ୍ପୋ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ଏବଂ ପରେ ସେ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ ।

ବାଇଟ ୧- ସୁଶୀଲ ସାହୁ ( ଅଭିଯୋଗକାରୀ )
ବାଇଟ ୨- ଶକୁନ୍ତଳା ମହାପାତ୍ର ( ମହିଳା ନେତ୍ରୀ )

ବାଇଟ ୩-

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.