ETV Bharat / state

ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବି

author img

By

Published : Feb 5, 2020, 11:53 PM IST

Updated : Feb 6, 2020, 12:01 AM IST

ସିଟି ହସ୍ପି‌ଟାଲ ପ୍ରତିଷ୍ଠା କରିବା ଦାବିରେ ରାଜ୍ୟପାଳ ଓ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bargarh-mp-suresh-pujari-meet-health-minister-naba-das-at-lokaseba-bhaban-for-city-hospital
ସିଟି ହସ୍ପିଟାଲ କରିବାକୁ ଦାବି

ଭୁବନେଶ୍ବର: ବରଗଡ ସିଟି ହସପିଟାଲ କରିବାକୁ ବୁଧବାର ବରଗଡ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୭ କିମି ଦୂର ହେଉଥିବାରୁ ଚିକିତ୍ସା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସିଟି ହସ୍ପିଟାଲ ସହ ଏକ କ୍ୟାନ୍ସର ହସ୍ପିଟାଲ କରିବାକୁ ଦାବି କରିଛନ୍ତି ସାଂସଦ ପୂଜାରୀ ।

ସିଟି ହସ୍ପିଟାଲ କରିବାକୁ ଦାବି

ଏନେଇ ଲୋକସେବା ଭବନରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ମଧ୍ୟ ଭେଟିଛନ୍ତି ସେ । ଏହା ଉପରେ ପ୍ରତିକ୍ରିୟା ରଖି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବରଗଡ ପିଏଚସିକୁ ସିଏଚସି କରାଯିବ ଏହାସହ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ କ୍ୟାନ୍ସର ହସ୍ପିଟାଲ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି। ବରଗଡରେ ସିଟି ହସପିଟାଲ ଦାବି ନେଇ ତିନିଦିନ ହେବ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବରଗଡରେ ସିଟି ହସପିଟାଲ ଦାବି ନେଇ ଆଜି ବରଗଡ ସାସଂଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି ।ବରଗଡ ମୁଖ୍ୟ ଚିକିତ୍ସାଳୟ ୭ କିମି ଦୁର ହେଉଥିବାରୁ ଚିକିତ୍ସା ପାଇଁ ଅସୁବିଧା ହେଉଛି ତଣୁ ସିଟି ହସ୍ପିଟାଲ କରିବା ପାଇଁ ଦାବି କରିଛନ୍ତି ।ଏହା ସହ ଏକ କ୍ଯାନସର ହସପିଟାଲ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ସୁରେଶ ପୂଜାରୀ ।Body:ଏନେଇ ଲୋକସେବା ଭବନରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ମଧ୍ୟ ଭେଟିଛନ୍ତି ବରଗଡ ସାସଂଦ ।ଏନେଇ ପ୍ରତିକ୍ରିୟା ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ,
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ, ବରଗଡ ପିଏଚସିକୁ ସିଏଚସି କରାଯିବ ଏହାସହ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ଏହାସହ କ୍ୟାନ୍ସର ହସ୍ପିଟାଲ କରିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିସାଇଛନ୍ତି ।

Conclusion:ସୂଚନା ଅନୁସାରେ ବରଗଡରେ ସିଟି ହସପିଟାଲ ଦାବି ନେଇ ତିନିଦିନ ହେବ ଆନ୍ଦୋଳନ କରୁଛନ୍ତି ସ୍ତାନୀୟ ବାସିନ୍ଦା ।
Last Updated : Feb 6, 2020, 12:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.